Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲା : ଛତ୍ରପୁର କୋର୍ଟରେ ହାଜର ହେଲେ ପ୍ରଦୀପ ସେଠୀ ଓ ଅନ୍ୟ ଦୁଇ ଜଣ

23/11/2020 at 5:58 PM

ଖଲ୍ଲିକୋଟ ୨୩।୧୧: ଛତ୍ରପୁର କୋର୍ଟରେ ହାଜର ହେଲେ ଅର୍ଥତତ୍ବ ଚିଟ୍ ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ । ତାଙ୍କ ସହ ଶ୍ରୀକୃଷ୍ଣ ପାଢ଼ୀ ଓ ମନୋଜ ପଟ୍ଟନାୟକ ମଧ୍ୟ ହାଜର ହୋଇଛନ୍ତି । ଏକ ଠକେଇ ମାମଲାରେ ଛତ୍ରପୁର ପୋଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ଏହି ୩ ଜଣ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ।

ଛତ୍ରପୁର ବ୍ଲକ କଣମଣା ଗ୍ରାମର ଦେବରାଜ ସାହୁ ଛତ୍ରପୁର ସ୍ଥିତ ଅର୍ଥତତ୍ବ ବ୍ରାଞ୍ଚରେ ୧ ଡିସେମ୍ବର ୨୦୧୦ରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ପରେ ଉକ୍ତ ସଂସ୍ଥା ନଭେମ୍ବର ୨୦୧୨ରୁ ବନ୍ଦ ହୋଇଯାଇଥିଲା । ଏହା ଜାଣିବା ପରେ ଜମାକାରୀ ଦେବରାଜ ସାହୁ ଏହି ସଂସ୍ଥା ବିରୋଧରେ ୧୦ ମେ ୨୦୧୩ରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ୬୮/୧୩ରେ ମାମଲା ରୁଜୁ କରିବା ସହ ୧୨୦ବି, ୪୨୦ ଆଦି ବିଭିନ୍ନ ଧାରାରେ କେଶ ରୁଜୁ ହୋଇଥିଲା । ଏନେଇ ଛତ୍ରପୁର ପୋଲିସ ପୂର୍ବରୁ ଏହି ୩ ଜଣକୁ ରିମାଣ୍ଡରେ ଆଣିବା ପାଇଁ ଏପପିଙ୍କ ଜରିଆରେ ଛତ୍ରପୁର ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲେ ।

   Related Posts