Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବ୍ରାଉନସୁଗାର କାରବାରରେ ୩ ଯୁବକ ଗିରଫ, ନଗଦ ଟଙ୍କା ସହ ବାଇକ୍ ଜବତ

20/09/2021 at 2:19 PM

ଜୟପୁର ୨୦।୦୯: ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୩ ଯୁବକ ଗିରଫ । ଜୟପୁର ଟାଉନ ପୋଲିସ ସମସ୍ତ  ୩ ଯୁବକଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨.୭୧ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଚୋରା କାରବାରର ଲିଙ୍କ୍‌ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।

ତେବେ ଜବତ ବ୍ରାଉନସୁଗାରର  ବଜାର ମୂଲ୍ୟ ୧୧ ହଜାର ଟଙ୍କା ହେବ।ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୩ଟି ମୋବାଇଲ  ଓ ନଗଦ ୧୪୦୦ ଟଙ୍କାକୁ ପୋଲିସ ଜବତ କରିଛି। ଏମାନଙ୍କ ମଧ୍ୟରେ ଥିବା ଅଭିଯୁକ୍ତମାନେ ଯୁବ ଗୋଷ୍ଠୀର ଏକ ଉଚ୍ଚ ଶିକ୍ଷିତ ବୋଲି ଜଣାପଡିଛି ।ଆଇଟିଆଇ ଛାତ୍ର ଓ ଇଂଜିନିୟରିଂ ଛାତ୍ର ମଧ୍ୟ ଏଥିରେ ସାମିଲ ଅଛନ୍ତି।ପ୍ରଥମ ଥର ପାଇଁ ସହରରୁ ବ୍ରାଉନ ସୁଗାର ଜବତ ହୋଇଥିବାରୁ ଏହି କାରବାର ସହ କିଏ କିଏ ଜଡ଼ିତ ଏବଂ ଏବଂ କାରବାର କିପରି ଚାଲୁଛିମ। ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ।

   Related Posts