Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ମାସ ପରେ ଖୋଲିବ ଭିତରକନିକା, ରାତ୍ରିଯାପନ କରିପାରିବେ ନାହିଁ ପର୍ଯ୍ୟଟକ
  • ||
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||

ନକଲି ମାଓବାଦୀଙ୍କ ନାଟକ ଫେଲ୍: ଫୋନ୍‌ରେ ମାଗୁଥିଲେ ଚାନ୍ଦା, ବନ୍ଧା ହେଲେ ୩

9/08/2020 at 5:04 PM

ଜୟପାଟଣା୯/୮: ମାଓବାଦୀ ନାଁ କହି ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ତିନି ଜଣ ନକଲି ମାଓବାଦୀ ଗିରଫ। ଜୟପାଟଣା ପୋଲିସ ଦ୍ବାରା ତିନି ନକଲି ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ତିନି ଜଣ ହେଲେ ଦେବ ପ୍ରସାଦ ନାଏକ, ଗଙ୍ଗା ରାମ ବେମାଲ, ଚନ୍ଦ୍ର ରାଉତ। ପୁଝାରୀଗୁଡାର ବିଶିଷ୍ଟ ବ୍ୟବସାୟୀ ତୁଲସୀରାମ ନାଏକଙ୍କୁ ଫୋନ ଯୋଗେ ଧମକ ଦେଇ ଆସୁଥିଲେ। ଏହାଥିହ ୭୦ ହଜାର ଟଙ୍କା ଆଦାୟ କରି ସାରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆଦାୟ ପାଇଁ ଯୋଗାଯୋଗରେ ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ ପରେ ନକଲି ମାଓବାଦୀ ଗିରଫ ହୋଇଛନ୍ତି।

   Related Posts