ଡକାୟତି ଯୋଜନା ପଣ୍ଡ : ୩ ଡକାୟତ ଗିରଫ, ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ
16/01/2021 at 3:27 PM

ବଲାଙ୍ଗୀର ୧୬।୧: ଡକାୟତି ଯୋଜନା ପଣ୍ଡ । ଡକାୟତଙ୍କୁ ଧରିଲା ଲୋଇସିଂହା ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଧରିଲା ପୋଲିସ । ୩ ଜଣ ଡକାୟତକୁ ଧରିବା ସହ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।
ଲୋଇସିଂହା ଥାନା କୁଟାସିଂଘା ଗାଁ ଜଙ୍ଗଲରେ ଲୁଚି ରହିଥିବା ଡକାୟତକୁ ଦେଖିଥିଲେ ଆଗଲପୁର ଗାଁ ଲୋକ । ଏ ନେଇ ଲୋଇସିଙ୍ଘା ଥାନାକୁ ଜଣାଇଥିଲେ । ଘଟଣାସ୍ଥଳରେ ସାଧା ପୋଷାକରେ ଲୋଇସିଙ୍ଘା ପୋଲିସ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରିଥିବା ସୂଚନା ମିଳିଛି ।
Related Posts
କାଜୁ ନିଲାମରେ ଚଞ୍ଚକତା ଅଭିଯୋଗରେ ମୋହନା ବିଡିଓ ନିଲମ୍ବିତ
5 March 2021