ଟ୍ରକ ପଛରେ ପିଟିଲା ବାଇକ, ଚାଲିଗଲା ୩ ଜୀବନ

Published By : Prameya-News7 Bureau | December 13, 2019 IST

ସୁନ୍ଦରଗଡ ୧୩।୧୨: ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନ ସବଡେଗା ନିକଟରେ ସଡକ ଦୁର୍ଘଟଣା ଘଟିଛି ।

{"id":197023,"sizeSlug":"large"}

ସୂଚନାଯୋଗ୍ୟ ଯେ, ସବଡେଗା ନିକଟରେ ରାସାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛପୁଟ ଧକ୍କାଦେଲା ବାଇକ । ଘଟଣାସ୍ଥଳରେ ବାଇକରେ ଥିବା ତିନିଜଣଙ୍କ  ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.