କାଣ୍ଡଲା ବନ୍ଦର ନିକଟରେ ଭୟାବହ ଅଗ୍ନିକାଣ୍ଡ : ୩ମୃତ , ଅନେକ ଆହତ

Published By : Prameya-News7 Bureau | December 30, 2019 IST

ଗାନ୍ଧୀଧାମ ୩୦।୧୨: ଅଗ୍ନିକାଣ୍ଡରେ ଚାଲିଗଲାତିନି ଜୀବନ । ଗୁଜୁରାଟର କାଣ୍ଡଲା ବନ୍ଦରରେ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  କାଣ୍ଡଲା ବନ୍ଦରରେ ନିକଟରେ ଥିବା ଏକ ରାସାୟାନିକ ଭଣ୍ଡାରର  ଗୋଦାମ ଘରେ ନିଆଁ ଲାଗିଯାଇଛି । ତେବେ ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.