ତିନି ବାଇକ ଲୁଟେରା ଗିରଫ, ପୋଲିସର ଛାନଭିନ୍ ଜାରି

Published By : Prameya-News7 Bureau | December 21, 2019 IST

ବଲାଙ୍ଗୀର ୨୦।୧୨: ବଲାଙ୍ଗୀରରୁ ୩ ଜଣ ବାଇକ ଲୁଟେରାଙ୍କୁ ପୋଲିସ ଗିରଫ କରିଛି ।  ଗିରଫ ଲୁଟେରାମାନେ ହେଲେ ପାଟଣାଗଡର ଭାସ୍କର ବନଛେ।ର ଓ ସଦାନନ୍ଦ ନାଏକ ଓ ଲରମ୍ଭାର ପ୍ରେମାନନ୍ଦ ଥପା ।

{"id":200746,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଭାସ୍କର ଓ ସଦାନନ୍ଦ ବାଇକ ଲୁଟ୍ କରି ପ୍ରେମାନନ୍ଦଙ୍କୁ ବିକ୍ରି କରିଥିଲେ । ଗତ ମାସ ୧୪ ତାରିଖରେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରୁ ୨ଟି ବାଇକ ଚେ।ରି ହେ।ଇଥିଲା । ଏନେଇ ପେ।ଲିସ ଲାଇନର ବାସିନ୍ଦା ପ୍ରେମାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଟାଉନ ଥାନାରେ ଏତଲା ଦେଇଥିଲେ । ତାଙ୍କ ଅଭିଯେ।ଗକୁ ଭିତ୍ତିକରି ପେ।ଲିସ ଛାନଭିନ ପରେ ତିନି ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ଲୁଟେରାଙ୍କୁ ପଚରାଉଚୁରା କରିବା ସହ ଅଧିକଖେ।ଳତାଡ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.