ରେଙ୍ଗାଲି ବିଡିଓଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ ମାମଲା, ବ୍ୟାଙ୍କର ୩ ଅଧିକାରୀ ଗିରଫ
29/12/2019 at 1:36 PM

ସମ୍ବଲପୁର ୨୯।୧୨: ରେଙ୍ଗାଲି ବିଡିଓଙ୍କ ନାଁରେ ୧୨ ଲକ୍ଷରୁ ଅଧିକ ଟଙ୍କା ହଡପ ଅଭିଯୋଗ ମାମଲାରେ ବ୍ୟାଙ୍କର ୩ ଅଧିକାରୀଙ୍କୁ ଗିରଫ କରିଛି ରେଙ୍ଗାଲି ପୋଲିସ । ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାଙ୍କ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିୟର ସୁଧିର କୁମାର ମେହେର ଓ ପୂର୍ବତନ କ୍ୟାସିୟର ପ୍ରବୀଣ ଭାରତୀ ।

ସୂଚନାଯୋଗ୍ୟ ଯେ, ଆଇସିଆଇସିଆଇ ବୋମଲେଇ ଶାଖାରୁ ରେଙ୍ଗାଲି ବିଡିଓଙ୍କ ନାଁରେ ୧୨ ଲକ୍ଷ ୪୭ ହଜାର ୫୨୦ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଣ ନେଇ ଅଭିଯୋଗ ହୋଇଥିଲା । ଗତ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ବିଡିଓ ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021