Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗଞ୍ଜେଇ ଚାଲାଣ ଘଟଣାରେ ୩ ଗିରଫ: ପୁଲିସ୍ ଆରମ୍ଭ କଲା ତଦନ୍ତ

19/09/2020 at 4:21 PM

କଳାହାଣ୍ଡି୧୯/୯: ଆମପାଣି ଘାଟିରୁ ଗଞ୍ଜେଇ ଜବତ ଘଟଣାରେ ୩ ଅଭିଯୁକ୍ତ ଗିରଫ। ୩ ଅଭିଯୁକ୍ତ ହେଲେ ମୈଦଲପୁର ଡୋଙ୍ଗରିପଦର ମିନିକେତେନ ନାଏକ, ଲଳିତ ନାଏକ ଏବଂ ଆମପାଣି ଥାନା ଗୋତମୁଣ୍ଡା ଗାଁର ଉପେନ୍ଦ୍ର ବାଗ ।

ଗତ ୬ ତରିଖ​‌ରେ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ପୁଲିସ୍‌ ପେଟ୍ରୋଲିଂ କରିବା ବେଳେ ଏକ ହିରୋ ଡିଲକ୍ସ ବାଇକ୍‌କୁ ଜବତ କରିଥିଲା। ସେହି ସମୟରେ ବାଇକ୍‌ରେ ଥିବା ୨ ଜଣ ଫେରାର ହୋଇ ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ ମୈଦାଲପୁର ପଟୁ ବାଇକ୍‌ରେ ୨ ଜଣ ଆସୁଥିଲେ। ପୁଲିସ୍ ଦେଖିବା ମାତ୍ରେ ଛୁ’ ମାରିଥିଲେ। ବାଇକ୍ ଜବତ ପରେ ଏକ ବସ୍ତାରେ ୨ଟି ପଲିଥିନ୍‌ରେ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଯାହାର ଆନୁମାନିକ ମୂଲ୍ୟ  ୧ ଲକ୍ଷ ୨୫ ହଜାର ଟଙ୍କା ହେବ। ପୁଲିସ୍ ତଦନ୍ତ କରି ଗଞ୍ଜେଇ ଚାଲାଣରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି।

   Related Posts