Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ସୁନାଇଟା ଦେବା ନାଁରେ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଗିରଫ

6/09/2018 at 5:12 PM

ଗଜପତି ୬|୯: ସୁନା ଇଟା ଦେବା ନାଁରେ ୭ଲକ୍ଷ ଟଙ୍କା ଠକେଇ ଘଟଣାରେ ୩ ଜଣକୁ ଗିରଫ କରିଛି ଆର.ଉଦୟଗିରି ଥାନା ପୋଲିସ । ସେମାନଙ୍କଠାରୁ ୨ ଲକ୍ଷ ଟଙ୍କା , ନକଲି ସୁନାଇଟା , ମୋବାଇଲ ଓ ବାଇକ୍ ଜବତ କରାଯାଇଛି । ଗତ ୪ ତାରିଖ ଦିନ ପୋଡାମାରି ଗାଁର ପ୍ରଫୁଲ ବୈଠାରୁ ଠକେଇ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ପ୍ରଫୁଲଙ୍କ ଅଭିଯୋଗ ମୁତାବକ ଟିକାମାଳ ଗାଁର ପ୍ରବୋଧ ନାୟକ ଓ ଅନ୍ୟ ୨ ଜଣ ତାଙ୍କୁ ଏକ ସୁନାଇଟା ଦେଖାଇବା ସହ ତାହା କିଣିବାକୁ କହିଥିଲେ । ଏହାର ଦାମ ୭ ଲକ୍ଷ ଟଙ୍କା ବୋଲି ପ୍ରବୋଧ ପ୍ରଫୁଲଙ୍କୁ କହିଥିଲେ । କମ୍ ଦାମ୍ ରେ ସୁନାଇଟା ପାଇବା ଆଶାରେ ପ୍ରଫୁଲ ୭ ଲକ୍ଷ ଦେଇ ସୁନାଇଟା ନେଇଥିଲେ । ତେବେ ପ୍ରଫୁଲ ପରେ ଜାଣିବାକୁ ପାଇଲେ ଯେ ତାହା ନକଲି । ଏ ସଂପର୍କରେ ପ୍ରଫୁଲ ଆର.ଉଦୟଗିରି ଥାନାରେ ଗତ ୪ ତାରିଖରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଟିକାମାଳ ଗାଁର ପ୍ରବୋଧ ନାୟକ, ଲୁବୁରୁସିଂ ଗାଁର ରବି ରଇତ ଓ ତାବରତା ଗାଁର ଲୋହିତ ସିଂହ ।

   Related Posts