Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଅନଲାଇନରେ ଲଟେରୀ ଲାଗିଛି କହି ଲୁଟିନେଇଥିଲେ ୩୬ହଜାର ଟଙ୍କା, ୩ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

6/04/2021 at 4:07 PM

ଝାରସୁଗୁଡା ୬।୪: ବଢୁଛି ସାଇବର ଅପରାଧ । ଝାଡଖଣ୍ଡରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଅନଲାଇନରେ ଲଟେରୀ ଲାଗିଥିବା କହି ୩୬ ହଜାର ଟଙ୍କା ଠକି ନେବା ଘଟଣାରେ ଧରାପଡିଛନ୍ତି ୩ ସାଇବର ଲୁଟେରା ।

ଅନ୍ୟ ଏକ ଘଟଣାରେ ଅନଲାଇନରେ ୬ ଲକ୍ଷ ଟଙ୍କା ଠକି ନେଇଥିଲେ ଅପରାଧୀ । ସେଥିମଧ୍ୟରୁ ୪ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଝାରସୁଗୁଡାରେ ଏକ ସୁନା ଗହଣା ଦୋକାନରେ ନିଜକୁ ଇନକମ୍  ଟ୍ୟାକ୍ସ ଅଫିସର କହି ୧ ଲକ୍ଷ ୬୯ ହଜାର ଟଙ୍କାର ଗହଣା ଲୁଟି ନେଇଥିଲେ ଅଭିଯୁକ୍ତ ।

   Related Posts