୩ ଗଞ୍ଜେଇ ଚାଲାଣକାରୀ ଗିରଫ, ୧୪୩ କିଲୋ ଗଞ୍ଜେଇ ଜବତ
23/12/2020 at 5:26 PM

ଜୟପୁର ୨୩।୧୨: ଗିରଫ ହେଲେ ଗଞ୍ଜେଇ ଚୋରା ଚାଲାଣକାରୀ । ଜୟପୁର ଟାଉନ୍ ଥାନା ପୋଲିସ ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏକ କାର୍ ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ୧୪୩ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଲାପଟପ୍, ୩ଟି ମୋବାଇଲ ଏବଂ ୧ ହଜାର ୯ ଶହ ଟଙ୍କା ଜବତ କରିଛି ପୋଲିସ ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021