ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଦୁଷ୍କର୍ମ ଉଦ୍ୟମକାରୀକୁ ନିର୍ଦ୍ଧୁମ୍ ଛେଚା

Published By : Prameya-News7 Bureau | November 24, 2019 IST

କରଞ୍ଜିଆ ୨୩।୧୧ -  ଉଦ୍ୟମକାରୀକୁ ନିର୍ଦ୍ଧୁମ୍ ଛେଚା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବକକୁ ନିର୍ଦ୍ଧୁମ ଛେଚିଛନ୍ତି ଲୋକେ ।

 ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଧରାପଡ଼ିଯାଇଥିଲା। ନାବାଳିକାଙ୍କ ପରିବାର ଲୋକେ ଏବଂ ସାହି ବାସିନ୍ଦା ମିଶି ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରିଥିଲେ । ପରେ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.