କରୋନା କଟକଣାକୁ ବେଖାତିର: ମନ୍ଦିର ବେଢ଼ାରେ ଲାଗିଛି ହଜାର ହଜାର ଭକ୍ତଙ୍କ ଭିଡ

Published By : Prameya-News7 Bureau | November 07, 2020 IST

ସାନଖେମୁଣ୍ଡି୭/୧୧: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା।

{"id":357814,"sizeSlug":"large"}

ପୁଣି ସେହି ଜିଲ୍ଲାରେ କରୋନା କଟକଣାକୁ ଫୁ କରି ମନ୍ଦିରରେ ଲାଗୁଛି ଭିଡ୍।

{"id":357815,"sizeSlug":"large"}

ଯେତେବେଳେ ମନ୍ଦିର ମାଳିନୀ ଖୋଲିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେତେବେଳେ ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ମା ମହାମାୟୀ ମନ୍ଦିରର ଏହି ଦୃଶ୍ୟ କରୋନା ସଂକ୍ରମଣକୁ ପୁଣି ଥରେ ଆମନ୍ତ୍ରିତ କରିବା ଭଳି ଲାଗୁଛି। କରୋନା କଟକଣାର ସବୁ ନିୟମକୁ ଫୁ କରି ମନ୍ଦିର ପରିସରରେ ହଜାର ହଜାର ଭକ୍ତ ବୁଲୁଥିବାର ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.