Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପିଏମ୍ଓ ଅଫିସ୍‌କୁ ଗଲା ହଜାରେ ପୋଷ୍ଟକାର୍ଡ, ଲେଖାହୋଇଛି ଧନ୍ୟବାଦ ବାର୍ତ୍ତା

27/09/2021 at 12:27 PM

ଆନନ୍ଦପୁର ୨୭/୦୯: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟକୁ ପଠଯାଇଛି ଏକ ହଜାର ପୋଷ୍ଟକାର୍ଡ । ନିକଟରେ ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମଦିବସରୁ ସେବା ସପ୍ତାହ ଭାବେ ପାଳନ କରୁଛନ୍ତି ବିଜୋପି କାର୍ଯ୍ୟକର୍ତ୍ତା । ନିଜ ଭିତରେ ଦେଶପାଇଁ ସର୍ମପଣ ମନଭାବ ଯୋଗୁଁ ଚା ବାଲାରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି ।

ସେଥିପାଇଁ ତାଙ୍କୁ ଆନନ୍ଦପୁର ଓ ଘଷିପୁରା ନିର୍ବଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ବରିଷ୍ଠ ବିଜେପି ନେତା ସମ୍ବୁନାଥ ରାଉତଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡରେ ଧନ୍ୟବାଦ ବାର୍ତ୍ତା ଲେଖି ଏକ ହଜାର ପୋଷ୍ଟକାର୍ଡ ସ୍ଥାନୀୟ ଶାଳପଡା ଡାକଘରୁ ପିଏମ୍ଓ କାର୍ଯ୍ୟାଳୟକୁ ପଠାଇଛନ୍ତି ।

   Related Posts