Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଆଜି ଦିଲ୍ଲୀରେ କୃଷକଙ୍କ ବିଶାଳ ପଦଯାତ୍ରା ; ରାମଲୀଳା ମୈଦାନରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ପଦଯାତ୍ରା କରିବେ କୃଷକ

30/11/2018 at 9:48 AM

ନୂଆଦିଲ୍ଲୀ ୩୦|୧୧:  ଆଜି ଦିଲ୍ଲୀରେ କୃଷକଙ୍କ ପଦଯାତ୍ରା । ତିନି ସପ୍ତାହ ଲାଗି ମିଳିତ ଅଧିବେଶନ ଦାବିରେ ଆଜି ରାମଲୀଳା ମୈଦାନରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ପଦଯାତ୍ରା କରିବେ କୃଷକ । ରାଜଧାନୀ ଦିଲ୍ଲୀରେ ଦୁଇ ମାସ ମଧ୍ୟରେ ଚାଷୀମାନଙ୍କର ଦ୍ବିତୀୟ ବିଶାଳ ପଦଯାତ୍ରା। ୪୦ହଜାର ଚାଷୀ ସମବେତ ହେବାର ସମ୍ଭାବନା ରହିଛି । ଗୁରୁବାର ସନ୍ଧ୍ୟାଠାରୁ ଚାଷୀମାନେ ଆନନ୍ଦ ବିହାର, ନିଜାମୁଦ୍ଦିନ, ବ୍ରିଜ୍ ୱାସନ୍ , ମଞ୍ଜୁକା ଟିଲା ଏବଂ କିଷନଗଡ଼ ଦେଇ ଦିଲ୍ଲୀକୁ ପଶିବା ଆରମ୍ଭ କରିଛନ୍ତି । ହଜାର ହଜାର ଚାଷୀଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ  ମୁତୟନ ହୋଇଛନ୍ତି ।

   Related Posts