Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ରକ୍ତ ରଞ୍ଜିତ ହେଲା ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ପୀଠ, ପଡିଲା ପଶୁପକ୍ଷୀ ବଳି

31/12/2019 at 9:14 AM

ବଲାଙ୍ଗୀର ୩୧।୧୨: ଆଜିଠାରୁ ଆରମ୍ଭ ହେଉଛି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ସୁଲିଆ ଯାତ୍ରା ।   ପଶ୍ଚିମ ଓଡିଶା ବିଭିନ୍ନ ଜିଲ୍ଲା ସହ ପଡୋଶୀ  ଝାଡଖଣ୍ଡ, ଛତିଶଗଡ ସହ ବହୁ ଅଞ୍ଚଳରୁ ଆଦିବାସୀ  ମାନସିକ ଧାରୀ ବଲାଙ୍ଗୀର  ଦେଓଗାଁ ସୁଲିଆ ପୀଠରେ ଏକାଠି  ହୋଇଛନ୍ତି  । 

ପୂଜା ଆରମ୍ଭ  ହେବା ପରେ ବଳି ପଡିଛି । ପ୍ରଥମେ ଗୋଟିଏ ଧଳା କୁକୁଡା ଓ ପରେ ଗୋଟିଏ ଧଳା ଛେଳି ବଳି ପଡିବା ପରେ ଶହଶହ  ନିରିହ  ପଶୁପକ୍ଷୀଙ୍କ  ରକ୍ତରେ  ଭିଜିଛି ସୁଲିଆ ପୀଠ ।

ପ୍ରତିବର୍ଷ ପ୍ରଶାସନର ବାରଣ ସତ୍ବେ  ସୁଲିଆ ଯାତ୍ରାରେ ବଳି ପ୍ରଥା ବନ୍ଦ ହେବାର ନାଁ ନେଉନି । ଏଠାରେ ଶହଶହ ନୀରିହ ପଶୁପକ୍ଷୀଙ୍କୁ  ବଳିଦେଉଛନ୍ତି ମାନସିକ ଧାରି  । ଏହାସହ  ପ୍ରଥମ ଥର ପାଇଁ  ଆରମ୍ଭ ହୋଇଛି ସୁଲିଆ ମହୋତ୍ସବ ।

   Related Posts