Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆସନ୍ତା କାଲି ହେବ ବଡ଼ ଚମତ୍କାର : ଏହି ରାଶିର ବ୍ୟକ୍ତିଙ୍କ ଖୋଲିବ ଭାଗ୍ୟ

12/09/2019 at 12:37 PM

କୁହାଯାଏ ଶୁକ୍ରବାର ଦିନ ଯଦି ଶ୍ରଦ୍ଧା ସହକାରେ ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଏ ତେବେ ତାଙ୍କ କୃପା ଦ୍ବାରା ଆପଣଙ୍କର ସମସ୍ତ ବିଗିଡ଼ିଯାଇଥିବା କାମ ସମାଧାନ ହୋଇଯିବ। ଆଜି ଆମେ ଆପଣଙ୍କୁ ଏହି ରାଶି ବିଷୟରେ କହିବା ଯେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉପରେ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବେ।

ଏହି ରାଶି ହେଉଛି କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଆସନ୍ତା କାଲି ବଦଳିଯିବ। ଆପଣଙ୍କ ପରିବାରରେ ଏବେ ଧନର କୌଣସି ଅଭାବ ରହିବ ନାହିଁ। ଜୀବନରେ ଖୁସିର ଆଗମନ ହେବ। କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ। ହଠାତ୍ ଧନ ଦୌଲତ ମିଳିବାର ଯୋଗ ରହିବ।

ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ହନୁମାନଙ୍କ କୃପା ଦ୍ବାରା କୌଣସି ବଡ଼ ପରୀକ୍ଷାରେ ସଫଳତା ହାସଲ ହୋଇପାରେ। ଆପଣ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ସେଥିପାଇଁ ମନପ୍ରାଣ ଦେଇ ଲାଗନ୍ତୁ ,ଆପଣଙ୍କୁ ସେଥିରେ ନିଶ୍ଚୟ ସଫଳତା ମିଳିବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।

   Related Posts