Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଏଥର ମୋବାଇଲ୍‌ ଆପ୍‌ରେ ଦ୍ୱାରା ହେବ NPR, ଜନ ଗଣନା

24/12/2019 at 3:52 PM

ନୂଆଦିଲ୍ଲୀ ୨୪।୧୨ – ନାଗରିକ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ କେନ୍ଦ୍ର କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି . ମଙ୍ଗଳବାରରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁଷ୍ଠିତ ହୋଇଥିବା ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା NPR କୁ ଅପଡେଟ୍‌ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି ।


ଏଥିପାଇଁ କୌଣସି କାଗଜପତ୍ର ବା ଦସ୍ତାବେଜ୍‌ ବ୍ୟବହାର କରାଯିବ ନାହିଁ । ଏଥିପାଇଁ ବାୟୋମେଟ୍ରିକର ଆବଶ୍ୟକତା ନାହିଁ । ଆପ୍‌ ଦ୍ୱାରା ଏହାକୁ ଅପ୍‌ଡେଟ୍‌ କରାଯିବ । NPR କୁ ଅପ୍‌ଡେଟ୍‌ କରିବା ପାଇଁ ୩,୯୪୧.୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଜନଗଣନା ଚାଲିବ । ଏହି ଜନଗଣନାରେ କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବେଡକର ସୂଚନା ଦେଇଛନ୍ତି ।

ଏଥିପାଇଁ ବିଶେଷ ଆପ୍‌ ଡେଭଲପ୍‌ କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି ।

   Related Posts