Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏହି ଟେଲିକମ୍‌ କମ୍ପାନୀ ଆଣିଛି ଦମଦାର ପ୍ଲାନ୍‌, ମାତ୍ର ୯୬ ଟଙ୍କାରେ ୟୁଜର୍ସଙ୍କୁ ମିଳିବ ୧୦GB ଡାଟା

27/08/2019 at 1:46 PM

ଭାରତ ସଂଚାର ନିଗମ ଲିମିଟେଡ୍‌ ଲଗାତାର ୟୁଜର୍ସଙ୍କ ପାଇଁ ଆକର୍ଷଣୀୟ ଅଫର ଲଂଚ କରିଛି। ୪ଜି ସର୍ଭିସ ସବୁ ସ୍ଥାନରେ ଉପଲବ୍ଧ ନାହିଁ ସତ ତଥାପି ଯେଉଁଠାରେ ଏହି ସୁବିଧା ଉପଲବ୍ଧ ଅଛି ସେଠାର ଗ୍ରାହକଙ୍କ ପାଇଁ ବିଏସଏନ୍‌ଏଲ୍‌ ଧମାକେଦାର ପ୍ଲାନ ଲଂଚ କରିଛି।

୯୬ ଟଙ୍କାରେ ଗ୍ରାହକଙ୍କୁ ୧୦ ଜିବି ଡାଟା ମିଳିବ। ଗ୍ରାହକ ସବୁଦିନ ଏହି ପ୍ଲାନର ଫାଇଦା ଉଠାଇପାରିବେ। ଏବେ ମହାରାଷ୍ଟ୍ର ଓ ଅନ୍ୟାନ୍ୟ କିଛି ସ୍ଥାନରେ ଏହି ସର୍ଭିସ ଉପଲବ୍ଧ ରହିଛି। ଏଠାର ୟୁଜର୍ସ ଏହି ପ୍ଲାନର ଫାଇଦା ଉଠାଇପାରିବେ।

ଏହି ପ୍ଲାନର ଅବଧି ୨୮ ଦିନ ରହିଛି। ୟୁଜର୍ସଙ୍କୁ ସମ୍ପୂର୍ଣ୍ଣ ପ୍ଲାନର ଅବଧିରେ ୨୮୦ ଜିବି ଡାଟା ମିଳିବ। ଏହା ବ୍ୟତୀତ ବିଏସଏନ୍‌ଏଲ ୨୩୬ ଟଙ୍କାର ପ୍ଲାନ୍‌ ଲଂଚ କରିଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ୧୦ ଜିବି ପ୍ରତ୍ୟେକ ଦିନ ଡାଟା ମିଳିବ। ଏହି ପ୍ଲାନର ଅବଧି ୮୪ ଦିନ ରହିଛି। ସୂଚନାଯୋଗ୍ୟ ଯେ, ଏହା ସମ୍ପୂର୍ଣ୍ଣ ଡାଟା ପ୍ଲାନ୍‌, ଏଥିରେ ୟୁଜର୍ସଙ୍କୁ କଲିଂ ଓ ମେସେଜର ସୁବିଧା ମିଳିବ ନାହିଁ।  

.

   Related Posts