Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଦକ୍ଷିଣ ଭାରତର ଏହି ୨୨ବର୍ଷ ବୟସ୍କ ଅଭିନେତ୍ରୀ ଦେଖାଯାଆନ୍ତି ଅତ୍ୟନ୍ତ ହଟ୍ ଏବଂ ବୋଲ୍ଡ : ଜାଣନ୍ତୁ କିଏ

6/03/2019 at 12:47 PM

ଆଜି ଆମେ ଜାଣିବା ଦକ୍ଷିଣ ଭାରତର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ଯିଏ ଦେଖିବାକୁ ବହୁତ ସୁନ୍ଦରୀ। ତାଙ୍କ ନାଁ ଅନୁପମା ପରମେଶ୍ବରନ୍। ସେ ଦକ୍ଷିଣ ଭାରତୀୟ ଚଳଚିତ୍ର ଜଗତରେ ଏକ ଜଣାଶୁଣା ଅଭିନେତ୍ରୀ।


ସେ ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଚେହେରା ମଧ୍ୟ ସେତିକି ଆକର୍ଷଣୀୟ। ଏଥିପାଇଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି। ଏବେ ସେ ତାଙ୍କ ସୈାନ୍ଦର୍ଯ୍ୟ ଏବଂ ବୋଲ୍ଡ ଚେହେରା ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫଟୋ ଅଧିକାଂଶ ସମୟରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥାଏ।


ସେ ଅନେକ ଭାଷାର ଫିଲ୍ମରେ କାମ କରିଛନ୍ତି। ତାଙ୍କୁ ମାତ୍ର ୨୨ବର୍ଷ। ସେ ୧୯୯୬ମସିହାରେ କେରଳରେ ଜନ୍ମଗ୍ରହଣ କରିଥିଲେ। ୨୦୧୫ମସିହାରେ ‘‘ପ୍ରେମସ୍’’ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାଆନ୍ତି। ସେ ସବୁବେଳେ ନିଜ ନୂଆ ଫଟୋ ସୋଶିଆଲ ମିଡିଆରେ ସେୟାର କରନ୍ତି। ଆଜି ସୋଶିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି।

   Related Posts