Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସାପ ଏବଂ ବିଛାର ବିଷ ନଷ୍ଟ କରିଥାଏ ଏହି ଗଛ : ଜାଣନ୍ତୁ ଏହାକୁ ଅବଲମ୍ବନ କରିବାର ଉପାୟ

5/11/2019 at 12:58 PM

ତୁଳସୀ ଏକ ଏପରି ଗଛ ଯାହାକୁ ଶାସ୍ତ୍ର ଅନୁସାରେ ମଧ୍ୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ କୁହାଯାଇଛି। ତୁଳସୀଗଛକୁ ଭଗବାନଙ୍କ ପୂଜାରେ ଉପ​‌ଯୋଗ କରାଯାଇଥାଏ। ତୁଳସୀ ଗଛ ସାପ ଏବଂ ବିଛାର ବିଷ ଦୂର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ତୁଳସୀ ଗଛ କିପରି ସାପ ଏବଂ ବିଛାଙ୍କ ବିଷ ଦୂର କରିବାରେ ସହାୟକ ହୋଇଥାଏ।

ଆପଣଙ୍କୁ ଏଥିପାଇଁ କଳା ତୁଳସୀର ଆବଶ୍ୟକତା ପଡ଼ିବ। ଏହା ପରେ ଆପଣ ସର୍ବପ୍ରଥମେ କଳା ତୁଳସୀର ରସକୁ ବାହାର କରନ୍ତୁ ଏବଂ ଯେଉଁ ସ୍ଥାନରେ ବିଛା କିମ୍ବା ସାପ ଦଂଶନ କରିଛି ସେହି ସ୍ଥାନରେ ୨ରୁ ୩ଥର ଏହି ରସକୁ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ବିଛା ଏବଂ ସାପର ବିଷ ନଷ୍ଟ ହୋଇଯାଇଥାଏ।

   Related Posts