Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଆଜିଠାରୁ ୩୦ ନଭେମ୍ବର ଯାଏଁ ରହିବ ରାଜଯୋଗ, ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବ

3/11/2019 at 4:03 PM

ଆଜିଠାରୁ ନଭେମ୍ବର ୩୦ ଯାଏଁ ଅନେକ ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବ । ସେମାନେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । କଠିନ ସମୟ ଦୂର ହେବ । ଅର୍ଥଲାଭ, ସ୍ୱାସ୍ଥ୍ୟ ଓ ସମ୍ପଦ ଲାଭ କରିବେ । ସମସ୍ତ କାର୍ଯ୍ୟ ସଫଳତାର ସହ ଅତି ସହଜରେ କରିପାରେବ । କାରଣ କିଛି ବ୍ୟକ୍ତିଙ୍କ ରାଶିରେ ଏବେ ରାଜ ଯୋଗ  ରହିବ ।

ଏହି ରାଜଯୋଗ ଯୋଗୁଁ କିଛି ରାଶିର ଲୋକମାନଙ୍କ ଭାଗ୍ୟରେ ଭଲ ପରିବର୍ତ୍ତନ ହେବ। ସବୁ କାର୍ଯ୍ୟ କରିବାରେ ନୂଆ ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅସଫଳ ଥିବା କାର୍ଯ୍ୟ ସଫଳତା ସହ ପୂରଣ ହେବ। ପରିବାରକୁ ଅନେକ ଶୁଭ ଖବର ମିଳିବ । କିଛି ଭଲ ଅନୁଭବ ହେବା ସହ ସମୟ ସୁଖମୟ ରହିବ। ସାଙ୍ଗସାଥୀଙ୍କ ସହ ବାହାରକୁ ଯିବାର ସୁଯୋଗ ମିଳିପାରେ ।

ଜୀବନସାଥୀଠୁ ଭଲ ଖବର ମିଳିବ। ଅନେକ କଠିନ ସମୟକୁ ସାହାସର ସହ ସାମ୍ନାକରିବା ସହ ସଫଳତା ବି ହାସଲ କରିବେ । ଏହି ଦିନ ମଧ୍ୟରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ଭଲ ଲାଭ ମିଳିବ। ଚାକିରିରେ ଲୋକଙ୍କ ମାନ ସମ୍ମାନ ଓ ଆୟରେ ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସିଲ  କରିବେ ଯାହା ପରିବାରରେ ସୁଖ ଓ ଆନନ୍ଦମୟ ପରିବେଶ ଆଣିବ।

ଏହି ରାଜଯୋଗ ଯୋଗୁଁ ବ୍ୟବସାୟରେ ଅନେକ ଲାଭ ହେବ। ନୂଆ ସାଙ୍ଗସାଥୀ ହେବେ ଯେଉଁମାନେ ଭବିଷ୍ୟତରେ ବହୁତ ସାହାଯ୍ୟ କରିବେ। ପରିଶ୍ରମର ଭଲ ପରିଣାମ ମିଳିବ। କିଛି ରାଶିର ଲୋକଙ୍କ ରାଜଯୋଗ ଆରମ୍ଭ ହୋଇସାରିଛି। ମାନସିକତା ଓ ବୁଝିବା ଶକ୍ତିର କ୍ଷମତାରେ ବିକାଶ ହେବ। ତେବେ ଏହି ୫ଟି ରାଶି ହେଉଛି କନ୍ୟା, ବୃଷ, ମୀନ, ସିଂହ ଓ ମେଷ ରାଶି।

   Related Posts