Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

କରୋନା ବ୍ୟାପିବାକୁ ରୋକିବ ଏହି ଗ୍ୟାଜେଟ୍, ବେଙ୍ଗାଲୁରୁର କମ୍ପାନୀକୁ ମିଳିଲା ମଞ୍ଜୁରୀ

4/08/2020 at 11:22 AM

ବେଙ୍ଗାଲୁରୁ ୪।୮: ବେଙ୍ଗାଲୁରୁର ଏକ ମେଡିକାଲ  ଇଲେକ୍ଟ୍ରୋନିକ୍‌ ରିସର୍ଚ୍ଚ ୟୁନିଟ୍‌ ଦ୍ବାରା ପ୍ରସ୍ତୁତ କରାଯାଇଛି ଏକ ଗ୍ୟାଜେଟକୁ କରୋନା ଭାଇରସ୍ ବ୍ୟାପିବା ରୋକିବା । ଏହି ଡିଭାଇସ୍‌କୁ ଆମେରିକୀୟ ଫୁଡ୍‌ ଆଣ୍ଡ ଡ୍ରଗ୍ ଆସୋସିଏସନ (ୟୁଏସଏଫେଡିଏ) ଓ ୟୁରୋପିଆନ ୟୁନିୟନ (ଇୟୁ)ର ମଞ୍ଜୁରୀ ମିଳିଛି । ବେଙ୍ଗାଲୁରୁର କମ୍ପାନୀ  ଏହି ଗ୍ୟାଜେଟ୍ କୁ ଗତ ସପ୍ତାହରେ ମଞ୍ଜୁରୀ ମିଳିଛି ।

Shycocan ନାମକ ଏହି ଗ୍ୟାଜେଟ୍ ଛୋଟ ଡ୍ରମ୍ ଭଳି, ଯାହାକୁ କୌଣସି ଅଫିସ୍‌, ସ୍କୁଲ୍, ମଲ୍, ହୋଟେଲ, ଏୟାରପୋର୍ଟ ଓ ଯେକୌଣସି ପରିସରରେ ପିକ୍ସ କରଯାଇପାରିବ। ଏହା କରୋନା ଭାଇରସରେ ଥିବା ସ୍ପାଇକ୍ ପ୍ରୋଟିନ୍  ବା ଏସ-ପ୍ରୋଟିନକୁ  ୯୯.୯ ପ୍ରତିଶତ ଯାଏଁ ନ୍ୟୁଟ୍ରାଲାଇଜ୍‌ କରିଦେଇଥାଏ ଏବଂ ଏହି କାରଣରୁ ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କଠାରୁ ଆଉ ଜଣେ ବ୍ୟକ୍ତିଙ୍କ ନିକଟକୁ ଟ୍ରାନ୍ସମିଶନ କମିଯାଏ ।

ବେଙ୍ଗାଲୁରୁର De Scalene କମ୍ପାନୀର ପ୍ରମୁଖ ଡାଃ ରାଜା ବିଜୟ କୁମାର କହିଛିନ୍ତି,  shycocanର ୨୬ ପ୍ରକାରର ଟେଷ୍ଟ ହୋଇଛି ଏବଂ ଏହାକୁ USFDA ଓ UE  ସ୍ବୀକୃତି ପ୍ରଦାନ କରିସାରିଛି ।  

   Related Posts