Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତିରେ ମୋଜା ଭିତରେ ପିଆଜ ରଖି ଶୁଅନ୍ତୁ : ଏହାପରେ ଦେଖନ୍ତୁ କମାଲ୍

25/04/2019 at 2:50 PM

ଆମେ ସମସ୍ତେ ବହୁତ ଭଲ ଭାବେ ଜାଣିଛୁ ଯେ ପିଆଜ ଏବଂ ରସୁଣ ଆମ ପାଇଁ କେତେ ଲାଭଦାୟକ ହୋଇଥାଏ। ଯେକୈାଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥିଲେ ମଧ୍ୟ ଏହାର ଉପଚାର ପିଆଜ ଏବଂ ରସୁଣ ମଧ୍ୟରେ ଲୁଚି ରହିଥାଏ।

ଆଜି ଆ​ମେ ପିଆଜ ସମ୍ବନ୍ଧିତ ଏକ ଘରୋଇ ଉପଚାର ବିଷୟରେ ଜାଣିବା ଯାହା ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ଯଦି ଆପଣ ପିଆଜକୁ ରାତିରେ ଶୋଇବାବେଳେ ମୋଜାରେ ରଖି ଶୋଇବେ ତେବେ ସକାଳୁ ଉଠି ଯାହା ଦେଖିବେ ପୂରା ଚମକି ଯିବେ। ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବାବେଳେ ମୋଜାରେ ପିଆଜ ରଖି ଶୋଇଲେ କ’ଣ ଫାଇଦା ମିଳିଥାଏ।

ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ରାତିରେ ଶୋଇବାବେଳେ ମୋଜାରେ ପିଆଜ ରଖି ଶୋଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଏହା ସହିତ ଆମ ଗୋଡ଼ରେ ଥିବା ଭିନ୍ନ ଭିନ୍ନ ଶିରା ପ୍ରଶିରା ଅଧିକ ସକ୍ରିୟ ହେବା ସହ ଖୋଲିଯାଏ ଯାହା ଆମ ଶରୀରର ବିଭିନ୍ନ ଅଙ୍ଗ ସହିତ ଲାଗି ରହିଥାଏ।

ଏହା ଏକ ଶକ୍ତିଶାଳୀ ବିଜୁଳି ସର୍କିଟ ଭାବେ କାମ କରିଥାଏ। ଆମେ ସମସ୍ତେ ଜୋତା ଚପଲ ପିନ୍ଧିବା ଦ୍ବାରା ଗୋଡ଼ରେ ଥିବା ଶିରା ପ୍ରଶିରା ନିଷ୍କ୍ରିୟ ହୋଇ କାମ କରିବା ବନ୍ଦ କରି ଦେଇଥାଏ। କିନ୍ତୁ ଏହା କରିବା ଦ୍ବାରା ଆମକୁ ନିଶ୍ଚିତ ରୂପେ ଫାଇଦା ମିଳିଥାଏ।

ଏହା ଛଡ଼ା ଅନୁଧ୍ୟାନରୁ ଆହୁରି ମଧ୍ୟ ଜଣାଯାଇଛି ଯେ ରାତିରେ ମୋଜା ଭିତରେ ପିଆଜ ରଖି ଶୋଇବା ଦ୍ବାରା ମନୁଷ୍ୟ ଶରୀରର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ।

   Related Posts