Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଏ ହେଉଛନ୍ତି ପଞ୍ଜାବର ସବୁଠୁ ସୁନ୍ଦରୀ ଅଭିନେତ୍ରୀ, ମଡେଲିଂରୁ ଆରମ୍ଭ କରିଥିଲେ କ୍ୟାରିୟର, ତାଙ୍କର ବିଭିନ୍ନ ଲୁକ୍‌ର ଫଟୋ ହେଉଛି ଭାଇରାଲ

15/11/2019 at 7:46 PM

ପଞ୍ଜାବ୧୫/୧୧:  ପଞ୍ଜାବର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ହିମାନଶୀ ଖୁରାନ ଅନ୍ୟତମ। ତାଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ଅନ୍ୟମାନେ ଫିକା ପଡ଼ିଯିବେ। ସେ ଜଣେ ଭାରତୀୟ ମଡେଲ ଓ ଅଭିନେତ୍ରୀ। ପଞ୍ଜାବର କୀରତପୁର ସାହିବରେ  ହିମାନଶୀ ରହନ୍ତି।

୨୭ ବର୍ଷ ବୟସ୍କା ହିମାନଶୀ ସବୁ ଲୁକ୍‌ରେ ସୁନ୍ଦର ଦେଖା ଯାଆନ୍ତି। ନିକଟରେ ବିଗ୍‌ ବସ୍‌  ସିଜିନ୍୧୩ରେ ସେ ଅଂଶ ଗ୍ରହଣ କରିଥିଲେ। ​‌ହିମାନଶୀ ନିଜର ଷ୍ଟ୍ରେଟ୍‌ ହେୟାର ଖୋଲୁଥିବାର ନଜର ଆସିଥିଲେ।

ଅଧିକାଂଶ ସମୟରେ ସେ ବ୍ରାଇଟ୍‌ ମେକଅପ୍‌ ବ୍ୟବହାର କରି ଥାଆନ୍ତି। ବିଗ୍‌ ବସ୍‌ ସିଜିନ୍ ୧୩ରେ ହିମାନଶୀ  ଓ୍ବାଲଡ୍‌ କାର୍ଡରେ ଏଣ୍ଟ୍ରି କରିଥିଲେ। ବିଗ ବସ୍‌ ଘରେ କିଏ ଯଦି ଅଧିକ ଚର୍ଚ୍ଚାରେ ରହି ଥାଆନ୍ତି ସେ ହେଉଛନ୍ତି ପଞ୍ଜାବୀ କଣ୍ଠଶିଳ୍ପୀ ହିମାନଶୀ ଖୁରନା।

ମଡେଲିଂରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ ମସିହା ୧୬ ବର୍ଷ ବୟସରେ ସେ ମିସ୍‌ ଲୁଧିଆନ ଟାଇଟଲ ଜିତିଥିଲେ। ଏହା ବ୍ୟତୀତ ୨୦୧୦ ମସିହାରେ ମିସ୍‌ ପଞ୍ଜାବ ପିଟିସିର ଫାଇନାଲିଷ୍ଟରେ ତାଙ୍କ ନାଁ ଥିଲା।

ମଡେଲିଂରେ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ୨୦୧୦ ମସିହାରେ ତାଙ୍କର ଏକ ପଞ୍ଜାବି ଭିଡିଓ ଆସିଥିଲା। ୨୦୧୩ ମସିହାରେ ସେ ଗାଇଥିବା ଗୋଟିଏ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା।

   Related Posts