Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି ସ୍ମାର୍ଟଫୋନଗୁଡ଼ିକରୁ ହୋଇଥାଏ ସବୁଠୁ ଅଧିକ ବିକିରଣ : ୟୁଜରଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିବ କୁପ୍ରଭାବ

17/09/2019 at 5:18 PM

ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଗଲାଣି। ସମୟ ସହ ଭାରତରେ ସ୍ମାର୍ଟଫୋନର ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନରୁ ବାହାରୁଥିବା ବିକିରଣ ୟୁଜରଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଯାହାକୁ ନେଇ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କେଉଁ ସ୍ମାର୍ଟଫୋନରେ ଅଧିକ ବିକିରଣ ଛଡ଼ାଯାଉଛି। ସ୍ମାର୍ଟଫୋନ ଯୋଗୁଁ ୟୁଜରଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏବଂ ଏହା ଦ୍ବାରା କ୍ୟାନସରଠୁ ଆରମ୍ଭ କରି ଅନ୍ୟାନ୍ୟ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ।

ଜର୍ମାନୀର ଷ୍ଟାଟିଷ୍ଟିକ୍ସ ଫର୍ମ ଷ୍ଟାଟିଷ୍ଟା ଏକ ରିପୋର୍ଟ ଜାରି କରି କହିଛି ଯେ କେଉଁ ସ୍ମାର୍ଟଫୋନ୍ କେତେ ରାଡିଏସନ୍ ବାହାର କରୁଛି। ଏହି ତାଲିକାରେ ଆପଣ ବହୁତ କମ୍ପାନୀର ସ୍ମାର୍ଟଫୋନ୍ ମଡେଲ୍ ଦେଖି ପାରିବେ।

ଏଗୁଡ଼ିକ ଦେଖିବା ପରେ ଯଦି ଆପଣଙ୍କ ଫୋନର SAR ଭାଲ୍ୟୁ କିମ୍ବା ରିଡିଙ୍ଗ ୧.୬କେଜିରୁ ଅଧିକ ଶୋ ହେଉଛି ତେବେ ଆପଣଙ୍କୁ ତୁରନ୍ତ ଆପଣଙ୍କର ଫୋନ୍ ବଦଳାଇବା ଉଚିତ୍।

ଯଦି ଆପଣ ସ୍ମାର୍ଟଫୋନ ବିକିରଣଠୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଯେତେ ସମ୍ଭବ ମୋବାଇଲ୍ ଫୋନକୁ ଆପଣଙ୍କ ଶରୀରଠୁ ଦୂରରେ ରଖନ୍ତୁ।

   Related Posts