Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୩୧ବର୍ଷ ବୟସରେ ବି କୁଆଁରୀ ଅଛନ୍ତି ଏହି ହଟ୍ ଅଭିନେତ୍ରୀ : ନାହାନ୍ତି କେହି ବୟଫ୍ରେଣ୍ଡ

22/12/2019 at 11:47 AM

ମୁମ୍ବାଇ ୨୨/୧୨: ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ନିତ୍ୟା ମେନନ୍। ସେ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ଗାୟିକା। ସେ ପ୍ରାୟତଃ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରନ୍ତି। ନିତ୍ୟାଙ୍କୁ ଏବେ ଯାଏଁ ୩ଟି ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ କରାଯାଇସାରିଛି।

ନିତ୍ୟା ୧୯୮୮ମସିହା ଏପ୍ରିଲ୍ ୮ତାରିଖରେ ବେଙ୍ଗାଲୁରୁର ଏକ ମାଲୟାଲମ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ମଣିପାଲ ବିଶ୍ବବିଦ୍ୟାଳୟରୁ ଜର୍ଣ୍ଣାଲିଜମ୍ କରିଛନ୍ତି।

ନିତ୍ୟା ଏବେ ଯାଏଁ ତାମିଲ,ତେଲୁଗୁ,କନ୍ନଡ଼ ଏବଂ ମାଲୟାଲମ୍ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଗତ ବର୍ଷ ସେ ହିନ୍ଦୀ ଫିଲ୍ମ ‘ମିଶନ ମଙ୍ଗଲ’ରୁ ଡେବ୍ୟୁ କରିଥିଲେ।

ଆଜି ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ନିତ୍ୟା ମେନନ ଏକ ଜଣାଶୁଣା ନାଁ ହୋଇଯାଇଛନ୍ତି। ନିତ୍ୟା ଅନେକ ସୁପର ହିଟ୍ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ନିତ୍ୟା ଏବେ ଯାଏଁ ଅବିବାହିତା ,ତାଙ୍କର କୌଣସି ବୟଫ୍ରେଣ୍ଡ ନାହାନ୍ତି।

ନିତ୍ୟା ତାଙ୍କ ପରିବାର ସହ ରହୁଛନ୍ତି। ନିତ୍ୟା ମେନନ ଜଣେ ଭଲ ଗାୟିକା ସହ ଜଣେ ସିମ୍ପଲ୍ ଝିଅ।

୨୦୦୬ମସିହାରେ ଆସିଥିବା କନ୍ନଡ଼ ଫିଲ୍ମ ‘୭ ଓ କ୍ଲକ୍’ ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।

   Related Posts