Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଦ୍ଭୁତ ଏହି ଜୁସ୍ : ୪୨ଦିନରେ ଭଲ ହେବ କ୍ୟାନସର ,୪୫,୦୦୦ ବ୍ୟକ୍ତି ହୋଇଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ

10/05/2019 at 12:40 PM

ନୂଆଦିଲ୍ଲୀ ୧୦/୫: ଏହି ପ୍ରସିଦ୍ଧ ଅଷ୍ଟ୍ରିଆର ଜୁସ୍ କ୍ୟାନସର ଏବଂ ଅନ୍ୟ ଅସାଧ୍ୟ ରୋଗରୁ ୪୫,୦୦୦ରୁ ଅଧିକ ଲୋକଙ୍କୁ ଆରୋଗ୍ୟ କରିଛି। ଏହା ୪୨ଦିନରେ ରୋଗକୁ ଉପଶମ କରିଥାଏ। ରୁ​‌ଡୋଲ୍ଫ ସୁପାରିଶ କରିଛନ୍ତି ଯେ ଲୋକଙ୍କୁ କେବଳ ଏହି ପରିବା ରସ ପିଇବା ଉଚିତ୍।

ଏହି ଅଦ୍ଭୁତ ରସକୁ ପ୍ରସ୍ତୁତ କରିବା ପାଇଁ ବିଟ୍ ଦରକାର ହୋଇଥାଏ। ଏହା ପିଇବା ଦ୍ବାରା କ୍ୟାନସରର କୋଶିକା ମରି ଯାଇଥାଏ। ଆପଣଙ୍କୁ ଏହି ଜୁସ୍ ପ୍ରସ୍ତୁତ କରିବା ପାଇଁ ନିମ୍ନଲିଖିତ ସାମଗ୍ରୀର ଆବଶ୍ୟକତା ପଡ଼ିବ।

ବିଟ୍(୫୫%)

ଗାଜର(୨୦%)

ଜୁଆଣି(୨୦%)

ଆଳୁ(୩%)

ମୂଳା(୨%)

ଏହି ଜୁସକୁ ଅତ୍ୟଧିକ ମାତ୍ରାରେ ପିଅନ୍ତୁ ନାହିଁ,ନିଜ ଶାରିରୀକ ଆବଶ୍ୟକତା ଅନୁସାରେ ଏହାକୁ ପିଅନ୍ତୁ। ଅଷ୍ଟ୍ରିଆର ରୁଡୋଲ୍ଫ ବ୍ରିଉଓ୍ କ୍ୟାଦସର ନିମନ୍ତେ ସର୍ବଶ୍ରେଷ୍ଠ ପ୍ରାକୃତିକ ଔଷଧ ଖୋଜିବା ପାଇଁ ନିଜର ପୂରା ଜୀବନକୁ ସମର୍ପି ଦେଇଥିଲେ। ସେ କହିଛନ୍ତି ଯେ ଯଦି ଏହି ରସକୁ ୪୨ଦିନ ଯାଏଁ ସେବନ କରାଯିବ ତେବେ କ୍ୟାନସରକୁ ମୂଳରୁ ନାଶ କରାଯାଇପାରିବ।

   Related Posts