Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଏହିଦେଶରେ ଖୁଲମଖୁଲା ରଖିପାରିବେ ଯୁବତୀଙ୍କ ସହ ଯୌନସଂପର୍କ , ବାଧାଦେବାକୁ କେହି ନାହିଁ

12/03/2019 at 8:23 PM

ଆପଣ ଜାଣନ୍ତି କି ? ଏମିତି କିଛି ଦେଶ ଅଛି, ଯେଉଁଠି ଖୁଲମଖୁଲା  ଯୌନ ସଂପର୍କ ରଖିବାକୁ କେହି ବାଧା ଦେଇ ନଥାନ୍ତି । ଦେଶ ଭିତର ହେଉ ବା ବାହାର କାହାକୁ ବି ବାରଣ ନଥାଏ ଏହି କାରବାର କରିବାକୁ । ଏହି ଦେଶରେ ଯୌନସଂପର୍କ ରଖିବାକୁ କରାଯାଇଛି ମୁକ୍ତ । ଯିଏ ଯେମିତି ଚାହିଁବ ହୋଟେଲ, ମେସେଜ ସେଣ୍ଟର, ବାର୍ ସବୁଠି ସୁବିଧାରେ ମିଳିପାରିବେ ଯୁବତୀ ।

ଅନେକଦେଶର ଖୁଲମଖୋଲା ଯୌନସଂପର୍କ ରଖିବା ଆଇନ ବିରୋଧୀ । ଏମିତିକି ପୋଲିସ ମଧ୍ୟ ଏହି କାରବାର ସହସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ କରିଥାନ୍ତି । ତେଣୁ ଅନେକସ୍ଥାନରେ ଲୁଚାଛପା ଭାବରେ ଏହିକାମ କରିଥାନ୍ତି ।

କିନ୍ତୁ ଆସନ୍ତୁ ଜାଣିବା କେଉଁଦେଶରେ ରହିଛି ଏହି ସୁବିଧା ।

ଥାଇଲାଣ୍ଡର ପଟ୍ଟାୟାରେ ଖୁଲମଖୋଲା ଭାବେ ଚାଲେ ଦେହବ୍ୟବସାୟ । ଏଠାରେ କେବଳ ହୋଟେଲ ,ମେସେଜ ସେଣ୍ଟର କାହିଁକି ରାସ୍ତା ପାଖରେ ଛିଡ଼ା ହୋଇଥିବା ଯୁବତୀ ମଧ୍ୟ ମିଳିଥାନ୍ତି । ଏଠାରେ ଆଇନସମ୍ମତ ଭାବେ ଖୋଲାଯାଇଥିବା ବେଶ୍ୟାଳୟ ମଧ୍ୟ ଦେଖିବାକୁ ମିଳିଥାଏ ।

ଏହାବ୍ୟତୀତ ବ୍ରାଜିଲରେ ମଧ୍ୟ ଦେହବ୍ୟବସାୟକୁ ସରକାର କୌଣସି ପ୍ରତିବନ୍ଧକ ନଥାଏ । ସେଠାରେ ଆପଣ ସବୁସ୍ଥାନରେ ପାଇପାରିବେ ଆପଣଙ୍କ ମନପସନ୍ଦର ଯୁବତୀ । କୌଣସି ବାରଣ କିମ୍ବା କୌଣସି ଅପରାଧିକ ନିୟମ ଭିତରକୁ ନିଆଯାଇନାହିଁ ଏହି ଦେହବ୍ୟବସାୟକୁ ।

   Related Posts