ଏହିଦେଶରେ ଖୁଲମଖୁଲା ରଖିପାରିବେ ଯୁବତୀଙ୍କ ସହ ଯୌନସଂପର୍କ , ବାଧାଦେବାକୁ କେହି ନାହିଁ
12/03/2019 at 8:23 PM

ଆପଣ ଜାଣନ୍ତି କି ? ଏମିତି କିଛି ଦେଶ ଅଛି, ଯେଉଁଠି ଖୁଲମଖୁଲା ଯୌନ ସଂପର୍କ ରଖିବାକୁ କେହି ବାଧା ଦେଇ ନଥାନ୍ତି । ଦେଶ ଭିତର ହେଉ ବା ବାହାର କାହାକୁ ବି ବାରଣ ନଥାଏ ଏହି କାରବାର କରିବାକୁ । ଏହି ଦେଶରେ ଯୌନସଂପର୍କ ରଖିବାକୁ କରାଯାଇଛି ମୁକ୍ତ । ଯିଏ ଯେମିତି ଚାହିଁବ ହୋଟେଲ, ମେସେଜ ସେଣ୍ଟର, ବାର୍ ସବୁଠି ସୁବିଧାରେ ମିଳିପାରିବେ ଯୁବତୀ ।
ଅନେକଦେଶର ଖୁଲମଖୋଲା ଯୌନସଂପର୍କ ରଖିବା ଆଇନ ବିରୋଧୀ । ଏମିତିକି ପୋଲିସ ମଧ୍ୟ ଏହି କାରବାର ସହସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ କରିଥାନ୍ତି । ତେଣୁ ଅନେକସ୍ଥାନରେ ଲୁଚାଛପା ଭାବରେ ଏହିକାମ କରିଥାନ୍ତି ।
କିନ୍ତୁ ଆସନ୍ତୁ ଜାଣିବା କେଉଁଦେଶରେ ରହିଛି ଏହି ସୁବିଧା ।
ଥାଇଲାଣ୍ଡର ପଟ୍ଟାୟାରେ ଖୁଲମଖୋଲା ଭାବେ ଚାଲେ ଦେହବ୍ୟବସାୟ । ଏଠାରେ କେବଳ ହୋଟେଲ ,ମେସେଜ ସେଣ୍ଟର କାହିଁକି ରାସ୍ତା ପାଖରେ ଛିଡ଼ା ହୋଇଥିବା ଯୁବତୀ ମଧ୍ୟ ମିଳିଥାନ୍ତି । ଏଠାରେ ଆଇନସମ୍ମତ ଭାବେ ଖୋଲାଯାଇଥିବା ବେଶ୍ୟାଳୟ ମଧ୍ୟ ଦେଖିବାକୁ ମିଳିଥାଏ ।
ଏହାବ୍ୟତୀତ ବ୍ରାଜିଲରେ ମଧ୍ୟ ଦେହବ୍ୟବସାୟକୁ ସରକାର କୌଣସି ପ୍ରତିବନ୍ଧକ ନଥାଏ । ସେଠାରେ ଆପଣ ସବୁସ୍ଥାନରେ ପାଇପାରିବେ ଆପଣଙ୍କ ମନପସନ୍ଦର ଯୁବତୀ । କୌଣସି ବାରଣ କିମ୍ବା କୌଣସି ଅପରାଧିକ ନିୟମ ଭିତରକୁ ନିଆଯାଇନାହିଁ ଏହି ଦେହବ୍ୟବସାୟକୁ ।