Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ ଏହି ବଲିଉଡ ଅଭିନେତ୍ରୀ, ହେଲେ ଏହି କାରଣରୁ କରିନଥିଲେ ବିବାହ

14/09/2019 at 12:17 PM

ମୁମ୍ବାଇ୧୪|୯: ବଲିଉଡର ପ୍ରତ୍ୟେକ ପ୍ରେମ କାହାଣୀ ବିଷୟରେ ବେଶ ଚର୍ଚ୍ଚା ହୋଇଥାଏ। ହେଲେ ଆଜିକାଲି କିଛି ପୁରୁଣା କପଲଙ୍କ ବିଷୟରେ ମଧ୍ୟ ଶୁଣିବାକୁ ମିଳୁଛି। ଯେଉଁମାନଙ୍କ ପ୍ରେମ କାହାଣୀ ଅଧା ହୋଇ ରହିଯାଇଥିଲା। ତେବେ ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ସମୟରେ ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ। ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମନୀଷା କୋଇରାଲା।

ମନୀଷା କୋଇରାଲା ଓ ନାନା ପାଟେକର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ହେଲେ ଉଭୟଙ୍କ ବିବାହ ହୋଇପାରିନଥିଲା କାରଣ ନାନା ପାଟେକର ପ୍ରଥମରୁ ବିବାହିତ ଥିଲେ। କିନ୍ତୁ ନାନା ପାଟେକର ମନୀଷାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ନାନା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ହିଁ ମନୀଷା ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ସେ କହିଥିଲେ ଯେ,ଯେତେ ଯାଏଁ ନାନା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡିବେନି ସେତେଯାଏଁ ମନୀଷା ବିବାହ କରିବେନି ।  

ନାନା ପାଟେକର ତାଙ୍କ ପ୍ରଥ ପତ୍ନୀଙ୍କୁ ଛାଡିବାକୁ ଚାହୁଁନଥିଲେ। ଏହି କାରଣ ଯୋଗୁଁ ଉଭୟଙ୍କ ବିବାହ ହୋଇପାରିନଥିଲା। ମନୀଷା ଏବେ କିଛି ଦିନ ପୂବର୍ରୁ କ୍ୟାନସର ରୋଗମୁକ୍ତ ହୋଇ ବଲିଉଡକୁ ଫେରିଛନ୍ତି।

ଅପରପକ୍ଷରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତା ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ ଯାହା ମଝିରେ ଜୋରସୋର ଚର୍ଚ୍ଚା ହେଉଥିଲା।

   Related Posts