୧୭ ବର୍ଷ ବୟସରେ ଏହି ମଡେଲ କରିଲେ ରେକର୍ଡ, ଜାଣନ୍ତୁ

Published By : Prameya-News7 Bureau | May 26, 2019 IST

 ମୁମ୍ବାଇ୨୫|୫: ମଡେଲିଂ ଜଗତରେ ସଫଳ ହେବା ପାଇଁ ମଡେଲ୍‌ସଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। ନିଜ ପ୍ରତିଭା ଓ ସୌନ୍ଦର୍ଯ୍ୟତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

{"id":116033}

ଏହି ମଡେଲଙ୍କ ନାଁ ହେଲା ଅନୀତା ମାର୍ଶଲ। ୧୪ ବର୍ଷ ବୟସରୁ ଅନୀତା ମଡେଲିଂ ଆରମ୍ଭ କରିଥିଲେ। ୧୭ ବର୍ଷ ବୟସରେ ମଡେଲିଂ ଜଗତରେ ସେ ଅନେକ ସଫଳତା ହାସଲ କରିସାରିଛନ୍ତି।

ଏହି ବୟସରେ ଅନୀତା ୬ମଡେଲିଂ କମ୍ପାନୀ ସହ କାମ କରିଛନ୍ତି। ରଂଗ ଶ୍ୟାମଳ ହୋଇଥିଲେ ମଧ୍ୟ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଅନେକ ବଡ ବଡ ମଡେଲଙ୍କୁ ପଛରେ ପକାନ୍ତି ଅନୀତା।

{"id":116034}

ସୋସିଆଲ ମିଡିଆରେ ତାଙ୍କର ଅନେକ ଫଲୋରସ୍‌ ଅଛନ୍ତି। ଅଧିକାଂଶ ସମୟ ଅନୀତା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଓ ଦର୍ଶକଙ୍କ ପାଇଁ ତାଙ୍କର ଫଟୋ ମଧ୍ୟ ସେୟାର କରନ୍ତି। ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.