Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

୧୭ ବର୍ଷ ବୟସରେ ଏହି ମଡେଲ କରିଲେ ରେକର୍ଡ, ଜାଣନ୍ତୁ

26/05/2019 at 8:54 AM

 ମୁମ୍ବାଇ୨୫|୫: ମଡେଲିଂ ଜଗତରେ ସଫଳ ହେବା ପାଇଁ ମଡେଲ୍‌ସଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। ନିଜ ପ୍ରତିଭା ଓ ସୌନ୍ଦର୍ଯ୍ୟତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ଏହି ମଡେଲଙ୍କ ନାଁ ହେଲା ଅନୀତା ମାର୍ଶଲ। ୧୪ ବର୍ଷ ବୟସରୁ ଅନୀତା ମଡେଲିଂ ଆରମ୍ଭ କରିଥିଲେ। ୧୭ ବର୍ଷ ବୟସରେ ମଡେଲିଂ ଜଗତରେ ସେ ଅନେକ ସଫଳତା ହାସଲ କରିସାରିଛନ୍ତି।

ଏହି ବୟସରେ ଅନୀତା ୬ମଡେଲିଂ କମ୍ପାନୀ ସହ କାମ କରିଛନ୍ତି। ରଂଗ ଶ୍ୟାମଳ ହୋଇଥିଲେ ମଧ୍ୟ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଅନେକ ବଡ ବଡ ମଡେଲଙ୍କୁ ପଛରେ ପକାନ୍ତି ଅନୀତା।

ସୋସିଆଲ ମିଡିଆରେ ତାଙ୍କର ଅନେକ ଫଲୋରସ୍‌ ଅଛନ୍ତି। ଅଧିକାଂଶ ସମୟ ଅନୀତା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଓ ଦର୍ଶକଙ୍କ ପାଇଁ ତାଙ୍କର ଫଟୋ ମଧ୍ୟ ସେୟାର କରନ୍ତି। ।   

   Related Posts