Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ପାକିସ୍ତାନର ଏହି ସୁନ୍ଦରୀ ମହିଳା ଖେଳାଳି ପସନ୍ଦ କରନ୍ତି ଏହି ଭାରତୀୟ ବ୍ୟାଟସମ୍ୟାନଙ୍କୁ : ଜାଣନ୍ତୁ କିଏ?

11/07/2019 at 4:16 PM

ନୂଆଦିଲ୍ଲୀ ୧୧/୭ : ଏହି ଫଟୋରେ ନଜର ଆସୁଥିବା ଏହି ଯୁବତୀଙ୍କ ନାଁ ସୟିଦା। ସେ ପାକିସ୍ତାନ ତରଫରୁ ଫୁଟବଲ୍ ଖେଳନ୍ତି।

ସୟିଦା ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ କ୍ରିକେଟ ଖେଳ ପସନ୍ଦ ଏବଂ ତାଙ୍କୁ କ୍ରିକେଟ ଖେଳିବାକୁ ଭଲ ଲାଗେ। ତାଙ୍କୁ ବିରାଟ କୋହଲିଙ୍କ ବ୍ୟାଟିଂ ବହୁତ ଭଲ ଲାଗେ।

କିନ୍ତୁ କଥା ଏଠାରେ ସରୁନାହିଁ,ସେ ଏହା ମଧ୍ୟ କହିଛନ୍ତି ଯେ ବିରାଟଙ୍କୁ ବହୁତ ଫଲୋ କରାଯାଏ ଏବଂ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସେ ତାଙ୍କର ଜଣେ ବଡ଼ ଫ୍ୟାନ୍। ଏହାଦ୍ବାରା ସ୍ପଷ୍ଟ ହେଉଛି ଯେ ସମସ୍ତ ଭାରତୀୟ ଖେଳାଳି ବିଦେଶରେ ଲୋକପ୍ରିୟ ଏବଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି।

ସୟିଦାଙ୍କ କଥାକୁ ଅନେକ ଲୋକ ବିରୋଧ କରିଥିଲେ। କିନ୍ତୁ ଏହି ମହିଳା ଖେଳାଳି ନିଜ କଥାରୁ ଓହରିନଥିଲେ ଏବଂ ନିଜ ଖଥାରେ ଅଟଳ ରହିଥିଲେ। ତାଙ୍କ କହିବାନୁସାରେ କାହାକୁ ପସନ୍ଦ କରିବା କୈାଣସି ଅପରାଧ ନୁହେଁ। ତାଙ୍କୁ କେବଳ ବିରାଟଙ୍କ ବ୍ୟାଟିଂ ଭଲ ଲାଗିଥାଏ ଆଉ କିଛି ନୁହେଁ।

   Related Posts