Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଏହି ଅଭିନେତ୍ରୀ ଦେଲେ ଅଫ୍‌ର, ଜାଣନ୍ତୁ କିଏ

15/09/2019 at 1:38 PM

ନୂଆଦିଲ୍ଲୀ୧୫|୯: ଦେଶର ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ। ଦେଶବିଦେଶରୁ ବହୁ ଲୋକ ଯୋଗ କରିବା ପାଇଁ ରାମଦେବଙ୍କ ପାଖକୁ ଆସିଥାନ୍ତି। ଏପରିକି ବଲିଉଡର ଆଗଧାଡିର ହିରୋଇନ(ନାୟିକା)ମାନେ  ବାବା ରାମଦେବଙ୍କ ପାଖରେ ଯୋଗକରି ନିଜ ବଡିକୁ ସ୍ଲିମ କରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଜଣେ ହିରୋଇନ ଅଫ୍‌ର ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ହିରୋଇନ କିଏ?

ବଲିଉଡରେ ଏମିତି ଜଣେ ନାୟିକା ଅଛନ୍ତି ଯିଏ ସବୁବେଳେ ମିଡ଼ିଆର ଫ୍ରଣ୍ଟ ଲାଇନରେ ତାଙ୍କୁ ଚର୍ଚ୍ଚା ହୋଇଥାଏ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ବିବାଦୀୟ ହିରୋଇନ ରାକ୍ଷୀ ସାଓ୍ବନ୍ତ। ନିକଟରେ ଏକ ସାକ୍ଷାତକାର ସମୟରେ ରାକ୍ଷୀ ଏମିତି କଥା କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଦେଇଥିଲା। ରାକ୍ଷୀଙ୍କ  ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାକ୍ଷୀ କହିଥିଲେ ଯେ, ଯଦି ଯୋଗଗୁରୁ ରାମଦେବ ତାଙ୍କୁ ବିବାହ କରିବା ପାଇଁ ଚାହାନ୍ତି ତେତେ ସେ ତାଙ୍କୁ ବିବାହ କରିବେ। ପୂର୍ବରୁ ମଧ୍ୟ ରାକ୍ଷୀ ଏକଥା କହିସାରିଛନ୍ତି । ଅବଶ୍ୟ ରାକ୍ଷୀ ଏବେ ନିକଟରେ ଜଣେ ଏନଆରଆଇଙ୍କୁ ବିବାହ କରିଥିବା ଦାବି କରୁଛନ୍ତି ।

ରାକ୍ଷୀଙ୍କ ଏଭଳି ପ୍ରତିକ୍ରିୟା ପରେ ବାବା ରାମଦେବଙ୍କୁ ଏହି ସଂପର୍କରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ବାବା ରାମଦେବ ହସ ମଜାକରେ ପ୍ରଶ୍ନଟି ଆଡ଼େଇ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ରାକ୍ଷୀ ସମାନ ଢଂଙ୍ଗରେ ରାମଦେବ ବାବାଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚିତ ହୋଇଥିଲେ ।

   Related Posts