Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ବ୍ରେକଅପର ୩ମାସ ପରେ ବାହାରକୁ ବାହାରିଲେ ଏହି ଅଭିନେତ୍ରୀ : ଦେଖନ୍ତୁ ଫଟୋ

17/10/2019 at 5:11 PM

ମୁମ୍ବାଇ ୧୭/୧୦: ‘ବର୍ଫି’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ଇଲିୟାନା ଡିକ୍ରୃସ୍ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଗତ କିଛି ବର୍ଷରୁ ଅଷ୍ଟେଲିଆନ୍ ଫଟୋଗ୍ରାଫର ଏଣ୍ଡ୍ରୃ ନିବୋନଙ୍କୁ ଡେଟ୍ କରୁଛନ୍ତି।

କିଛି ଦିନ ତଳେ ତାଙ୍କର ବିବାହ ଖବର ଆସିଥିଲା ଏବଂ ଏହା ମଧ୍ୟ କୁହାଯାଉଥିଲା ଯେ ଇଲିୟାନା ଗର୍ଭବତୀ ଅଛନ୍ତି।

କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଇଲିୟାନା ଏବଂ ଆଣ୍ଡ୍ର୍ୟୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଇଲିୟାନା ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଏବଂ ଫଟୋ ସେୟାର କରନ୍ତି। କିନ୍ତୁ ଏବେ ଇଲିୟାନାଙ୍କ ଆକାଉଣ୍ଟରେ ଆଣ୍ଡ୍ର୍ୟୁଙ୍କର ଗୋଟିଏ ବି ଫଟୋ ନାହିଁ। ସେ ତାଙ୍କର ସବୁ ଫଟୋ ଡିଲିଟ କରି ଦେଇଛନ୍ତି।

ସୂଚନା ଅନୁଯାୟୀ ଏହି ଦୁଇ ଯୋଡ଼ିଙ୍କ ମଧ୍ୟରେ ମନାନ୍ତର ହୋଇଛି। ଉଭୟଙ୍କ ମଧ୍ୟରୁ କେହି ସମାଧାନ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଇଲିୟାନା କେବେ ତାଙ୍କର ସମ୍ପର୍କକୁ ଅଫିସିଆଲ କରିନଥିଲେ। କିନ୍ତୁ ଇଲିୟାନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଆଣ୍ଡ୍ର୍ୟୁଙ୍କୁ ‘ହବି’ ଲେଖିଥିଲେ।

କିନ୍ତୁ ନିକଟରେ ଇଲିୟାନାଙ୍କୁ ବାନ୍ଦ୍ରାର ରାସ୍ତାରେ ଏକୁଟିଆ ବୁଲୁଥିବାର ଦେଖାଯାଇଥିଲା। ଶୁଣିବାକୁ ମିଳୁଛି ଯେ ବ୍ରେକ ଅପର ୩ମାସ ପରେ ଇଲିୟାନା ବାହାରକୁ ବାହାରିଛନ୍ତି।

   Related Posts