ଏହି ଅଭିନେତ୍ରୀ ବିବାହ ଆଗରୁ ଗର୍ଭବତୀ ହେବାକୁ ପ୍ରସ୍ତୁତ : ଜାଣନ୍ତୁ କିଏ ଏହି ଅଭିନେତ୍ରୀ

Published By : Prameya-News7 Bureau | March 15, 2019 IST

ମୁମ୍ବାଇ ୧୫/୩: ବିବାହ ପୂର୍ବରୁ ଗର୍ଭବତୀ ହେବାକୁ ସମସ୍ତଙ୍କ ପାଇଁ ଏକ ଲଜ୍ଜାକର କଥା ହୋଇଥାଏ। କିନ୍ତୁ ଫିଲ୍ମ ଜଗତର ଲୋକ ବୁଦ୍ଧି ବିବେକ ମାମଲାରେ ସାଧାରଣ ଲୋକଙ୍କଠୁ ଯଥେଷ୍ଟ ଆଧୁନିକ ହୋଇଥାଆନ୍ତି। ନିକଟରେ  ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୃତି ହାସନ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ।

{"id":93872,"width":594,"height":395}

ଶ୍ରୃତି ହାସନଙ୍କୁ ଏବେ ୩୩ବର୍ଷ। ସେ ଏବେ ଜଣେ ଇଟାଲୀୟ ଏବଂ ଲାଟିନ୍ ଅଭିନେତା ମାଇକେଲ କର୍ସଲଙ୍କ ସହ ରିଲେସନଶିପରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ​‌ କହିଛନ୍ତି ଯେ ବିବାହ ପୂର୍ବରୁ ସେ ଗର୍ଭବତୀ ହେବାକୁ ପ୍ରସ୍ତୁତ ଅଛନ୍ତି।

{"id":93873,"width":592,"height":333}

କିନ୍ତୁ ଏଥିପାଇଁ ତାଙ୍କ ଲାଇଫ ପାର୍ଟନର ଠିକ୍ ରହିବା ଆବଶ୍ୟକ। ମିଡିଆ ଏବଂ ଲୋକେ ତାଙ୍କ ବିଷୟରେ କ’ଣ ଭାବନ୍ତି ଏଥିରେ ତାଙ୍କୁ କିଛି ଫରକ ପଡ଼େ ନାହିଁ। ଶ୍ରୃତି ହାସନଙ୍କ ଏପରି ବୟାନ ଶୁଣି ଅଧିକାଂଶ ଲୋକ ତାଜୁବ ହୋଇଛନ୍ତି।

{"id":93874,"width":594,"height":371}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.