ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସେକ୍ସି ଫଟୋ ଭାଇରାଲ୍, ଦଶମ ଶ୍ରେଣୀରେ ଥିଲା ବୟଫ୍ରେଣ୍ଡ
23/12/2019 at 10:46 AM

ମୁମ୍ବାଇ ୨୩/୧୨: ବଲିଉଡ ଫିଲ୍ମ ‘ଗୁଡ ନ୍ୟୁଜ’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ଯେଉଁଥିରେ କରୀନା କପୁର,ଅକ୍ଷୟ କୁମାର ଏବଂ କିଆରା ଆଡଭାନି ଏବଂ ଦିଲଜିତ ଦୋସାଞ୍ଜ ଅଭିନୟ କରିଛନ୍ତି। ନିକଟରେ କପିଳ ଶର୍ମାଙ୍କ ଶୋରେ ଏହି ଟିମ୍ ନିଜ ପ୍ରମୋସନ କରିବାକୁ ଯାଇଥିଲେ ଯେଉଁଠାରେ କିଆରା ଆଡଭାନୀ ତାଙ୍କ ଜୀବନ ସହ ଜଡ଼ିତ ସବୁ ଘଟଣା ସେୟାର କରିଥିଲେ।

‘କବୀର ସିଂହ’ ଫିଲ୍ମରେ କାମ କରିଥିବା କିଆରା ଆଡଭାନୀ ଏବେ ଚର୍ଚ୍ଚାରେ ରହିଛନ୍ତି। କିଆରା କପିଳଙ୍କ ଶୋରେ କହିଥିଲେ ଯେ ତାଙ୍କ ମାଆ ତାଙ୍କୁ ଦଶମ ଶ୍ରେଣୀରେ ବୟଫ୍ରେଣ୍ଡ କରିବାକୁ ଅନୁମତି ଦେଇନଥିଲେ। କିନ୍ତୁ ତଥାପି କିଆରା ବୟଫ୍ରେଣ୍ଡ କରିଥିଲେ।

କିଆରାଙ୍କ ଫଟୋ ଆଜିକାଲି ସୋଶିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି।
