Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସେକ୍ସି ଫଟୋ ଭାଇରାଲ୍, ଦଶମ ଶ୍ରେଣୀରେ ଥିଲା ବୟଫ୍ରେଣ୍ଡ

23/12/2019 at 10:46 AM

ମୁମ୍ବାଇ ୨୩/୧୨: ବଲିଉଡ ଫିଲ୍ମ ‘ଗୁଡ ନ୍ୟୁଜ’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ଯେଉଁଥିରେ କରୀନା କପୁର,ଅକ୍ଷୟ କୁମାର ଏବଂ କିଆରା ଆଡଭାନି ଏବଂ ଦିଲଜିତ ଦୋସାଞ୍ଜ ଅଭିନୟ କରିଛନ୍ତି। ନିକଟରେ କପିଳ ଶର୍ମାଙ୍କ ଶୋରେ ଏହି ଟିମ୍ ନିଜ ପ୍ରମୋସନ କରିବାକୁ ଯାଇଥିଲେ ଯେଉଁଠାରେ କିଆରା ଆଡଭାନୀ ତାଙ୍କ ଜୀବନ ସହ ଜଡ଼ିତ ସବୁ ଘଟଣା ସେୟାର କରିଥିଲେ।

‘କବୀର ସିଂହ’ ଫିଲ୍ମରେ କାମ କରିଥିବା କିଆରା ଆଡଭାନୀ ଏବେ ଚର୍ଚ୍ଚାରେ ରହିଛନ୍ତି। କିଆରା କପିଳଙ୍କ ଶୋରେ କହିଥିଲେ ଯେ ତାଙ୍କ ମାଆ ତାଙ୍କୁ ଦଶମ ଶ୍ରେଣୀରେ ବୟଫ୍ରେଣ୍ଡ କରିବାକୁ ଅନୁମତି ଦେଇନଥିଲେ। କିନ୍ତୁ ତଥାପି କିଆରା ବୟଫ୍ରେଣ୍ଡ କରିଥିଲେ।

କିଆରାଙ୍କ ଫଟୋ ଆଜିକାଲି ସୋଶିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି।

   Related Posts