ଏହି ୨୦ଟି ହିନ୍ଦି ଫିଲ୍ମର ପୋଷ୍ଟର ବଲିଉଡକୁ “କପି କ୍ୟାଟ୍” ବୋଲି ପ୍ରମାଣ କରଛି…

Published By : Prameya-News7 Bureau | November 25, 2019 IST

୧-ବାହୁବଳୀ( Bahubali)- ୨୦୧୫ ମସିହାରେ ରିଲିଜ ହୋଇଥିବା ସୁପରହିଟ୍‌ ଫିଲ୍ମ ବାହୁବଳୀର ପୋଷ୍ଟର ହଲିଉଡ ଫିଲ୍ମ ସାଇମନ ବିର୍ଚ୍ଚରୁ(Simon Birch) କପି କରାଯାଇଥିଲା। ଫିଲ୍ମ ବାହୁବଳୀରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ତମନ୍ନା ଭାଟିଆ, ଅନୁଷ୍କା ସେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189550,"sizeSlug":"large"}

୨- ଅଞ୍ଜାନା ଅଞ୍ଜାନୀ (Anjaana Anjaani)- ୨୦୧୦ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ଅଞ୍ଜାନା ଅଞ୍ଜାନୀର ପୋଷ୍ଟର ହଲିଉଡ ଫିଲ୍ମ ଏନ୍‌ ଏଜୁକେସନରୁ କପି ହୋଇଥିଲା।ହଲିଉଡ (An Education) ୨୦୦୯ ମସିହାରେ ରିଲିଜ ହୋଇଥିଲା। ଫିଲ୍ମ ଅଞ୍ଜାନା ଅଞ୍ଜାନୀରେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ମୁଖ୍ୟ ଭିମିକାରେ ଅଭିନୟ କରିଥିଲେ।

{"id":189551,"sizeSlug":"large"}

୩- ଜିନ୍ଦଗୀ ନା ମିଲେଗି ଦୋବାରା( Zindagi Na Milegi Dobara)- ବଲିଉଡ ହିଟ୍‌ ଫିଲ୍ମ ଜିନ୍ଦଗୀ ନା ମିଲେଗି ଦୋବାରା ୨୦୧୧ ମସିହା ରିଲିଜ ହୋଇଥିଲା। ଏହି ଫିଲ୍ମର ପୋଷ୍ଟର ହଲିଉଡ ଫିଲ୍ମ ଲର୍ଡସ ଅଫ ଡଗ ଟାଉନରୁ (Lords Of Dog Town) କପି କରାଯାଇଥିଲା। ଏହି ହଲିଉଡ ଫିଲ୍ମ ୨୦୦୫ ମସିହାରେ ରିଲିଜ ହୋଇଥିଲା।ଫିଲ୍ମ ଜିନ୍ଦଗୀ ନା ମିଲେଗି ଦୋବାରାରେ ଅଭିନେତା, ହ୍ରିତିକ୍‌, ଫରାନ ଅଖତର, ଅଭୟ ଦେଓଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189552,"width":580,"height":340,"sizeSlug":"large"}

୪- ଗଜନୀ (Ghajini)- ୨୦୦୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗଜନୀର ପୋଷ୍ଟର ହଲିଉଡର ସୁପରହିରୋ ଫିଲ୍ମ (The Incredible Hulk)ରୁ କପି କରାଯାଇଛି।ବଲିଉଡ ଫିଲ୍ମ ଗଜନୀ ରେ ଅଭିନେତା ଆମୀର ଖାନ ଓ ଅଭିନେତ୍ରୀ ଆସୀମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  

{"id":189553,"sizeSlug":"large"}

୫- ପିକେ(PK)- ୨୦୧୪ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ପିକେର ପୋଷ୍ଟର ହଲିଉଡ ଫିଲ୍ମ (Quim Barreiro’s )ରୁ କପି କରାଯାଇଥିଲା।ଫିଲ୍ମ ପିକେରେ ଅଭିନେତା ଆମୀର ଖାନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189555,"sizeSlug":"large"}

୬- ଅତିଥି ତୁମ କବ ଯାଓଗେ (Atithi Tum Kab Jaoge)- ୨୦୧୦ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ଅତିଥି ତୁମ କବ ଯାଓଗେର ପୋଷ୍ଟର ହଲିଉଡ ଫିଲ୍ମ(License To Wed)ରୁ କପି କରାଯାଇଥିଲା। ଅତିଥି ତୁମ କବ ଯାଓଗେ ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189556,"sizeSlug":"large"}

୭-ବଦଲାପୁର (Badlapur)- ବରୁନ ଧୱନଙ୍କ ବ୍ଲକବଷ୍ଟର ହିଟ୍‌ ପିଲ୍ମ ବଦଲାପୁରର ପୋଷ୍ଟର ହଲିଉଡ ଫିଲ୍ମ ୩୦୦ରୁ କପି କରାଯାଇଥିଲା।

{"id":189557,"width":573,"height":366,"sizeSlug":"large"}

୮- ରା-ୱନ (RA.ONE)- ୨୦୧୧ରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ରା-ୱନର ପୋଷ୍ଟର ହଲିଉଡ ହିଟ୍‌ ଫିଲ୍ମ ବେଟମ୍ୟାନରୁ (Batman) କପି କରାଯାଇଥିଲା। ଏହି ହଲିଉଡ ଫିଲ୍ମ ୨୦୦୫ ମସିହାରେ ରିଲିଜ ହୋଇଥିଲା। ବଲିଉଡ ଫିଲ୍ମ ରା-ୱନରେ ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ କରିନା କପୁର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189558,"sizeSlug":"large"}

୯- କ୍ୟାପଟେନ ନବାବ (Captain Nawab)- ବଲିଉଡ ଅଭିନେତା ଇମ୍ରାନ ହାଶ୍ମୀଙ୍କ ଫିଲ୍ମ କ୍ୟାପଟେନ ନବାବର ପୋଷ୍ଟର ହଲିଉଡ ଫିଲ୍ମ କଲ ଅଫ ଡ୍ୟୁଟିରୁ (Call of Duty) କପି କରାଯାଇଛି।

{"id":189559,"sizeSlug":"large"}

୧୦- ଫାଣ୍ଟମ୍‌ (Phantom)- ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ଫାଣ୍ଟମ୍‌ର ପୋଷ୍ଟର ହଲିଉଡ ଫିଲ୍ମ ହୋମଫ୍ରଣ୍ଟ (Homefront) ରୁ କପି କରାଯାଇଛି।

{"id":189560,"width":578,"height":349,"sizeSlug":"large"}

୧୧- ଭୂତ୍‌ (Bhoot)- ବଲିଉଡ ଥ୍ରିଲର ଫିଲ୍ମ ଭୂତ୍‌ର ପୋଷ୍ଟର ହଲିଉଡ ଫିଲ୍ମ ଫାଇନାଲ ଡେଷ୍ଟିନେଶନ ୨( Final Destination 2) ରୁ କପି କରାଯାଇଛି।

{"id":189562,"width":580,"height":325,"sizeSlug":"large"}

୧୨- ହିସ୍‌(Hiss)- ବଲିଉଡ ଫିଲ୍ମ ହିସ୍‌ରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ମଲ୍ଲିକା ଶେରାୱତ ଅଭିନୟ କରିଥିଲେ। ଏହି ଫିଲ୍ମର ପୋଷ୍ଟର ହଲିଉଡ ଫିଲ୍ମ କିଙ୍ଗ ଆରଥୁର(King Arthur)ରୁ କପି କରାଯାଇଛି।

{"id":189563,"sizeSlug":"large"}

୧୩- ହଲଚଲ୍‌(Hulchul): ୨୦୦୪ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ହଲଚଲର ପୋଷ୍ଟର ହଲିଉଡ ଫିଲ୍ମ (My Big Fat Greek Wedding)ରୁ କପି କରାଯାଇଛି। ଏହି ବଲିଉଡ ଫିଲ୍ମରେ କରୀନା କପୁର ଓ ଅକ୍ଷୟ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 

{"id":189568,"width":583,"height":287,"sizeSlug":"large"}

୧୪- ମୌସମ୍‌( Mausam)- ୨୦୧୧ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ମୌସମ୍‌ର ପୋଷ୍ଟର ହଲିଉଡ ବ୍ଲକ୍‌ବଷ୍ଟର ହିଟ୍‌ ଫିଲ୍ମ ଟାଇଟାନିକ୍‌ (Titanic) ରୁ କପି କରାଯାଇଥିଲା। ଫିଲ୍ମ ମୌସମ୍‌ରେ ଅଭିନେତା ଶାହିଦ କପୁର ଓ ଅଭିନେତ୍ରୀ ସୋନମ୍‌ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 

{"id":189569,"sizeSlug":"large"}

୧୫- ମିଷ୍ଟର ଏକ୍ସ(Mr. X)- ଇମ୍ରାନ ହାସ୍ମୀଙ୍କ ବଲିଉଡ ଫିଲ୍ମ Mr. Xର ପୋଷ୍ଟର ହଲିଉଡ ଫିଲ୍ମ (Max Payne 2 – The Fall of Max Payne)ରୁ କପି କରାଯାଇଛି।

{"id":189573,"sizeSlug":"large"}

୧୬- ମର୍ଡର ୨ (Murder 2)- ବଲିଉଡ ଫିଲ୍ମ ମର୍ଡର ୨ର ପୋଷ୍ଟର ହଲିଉଡ ଫିଲ୍ମ(Antichrist)ରୁ କପି କରାଯାଇଛି।

{"id":189572,"width":583,"height":306,"sizeSlug":"large"}

୧୭- ମର୍ଡର ୩(Murder 3)- ବଲିଉଡ ଫିଲ୍ମ ମର୍ଡର ୩ର ପୋଷ୍ଟର ହଲିଉଡ ଫିଲ୍ମ (Megan Fox’s Jennifer’s Body)ରୁ କପି କରାଯାଇଛି।

{"id":189579,"sizeSlug":"large"}

୧୮- ଫୁଙ୍କ୨(Phoonk 2)- ବଲିଉଡ ଫିଲ୍ମ ଫୁଙ୍କ୨ର ପୋଷ୍ଟର କୋରିଆନ୍‌ ଫିଲ୍ମ (‘The Chaser’)ରୁ କପି କରାଯାଇଛି।

{"id":189580,"sizeSlug":"large"}

୧୯- ଅଗ୍ଲୀ ଔର ପଗ୍ଲୀ  (UglyAur Pagli)- ବଲିଉଡ ଫିଲ୍ମ ଅଗ୍ଲୀ ଔର ପୋଷ୍ଟର ସିରିଜ ଟିଲ୍‌ ଡେଥ୍‌ରୁ କପି କରାଯାଇଛି।

{"id":189581,"sizeSlug":"large"}

୨୦- କୁଛ କୁଛ ହୋତା ହୈ ଓ ଜିରୋ- କରନ ଯୋହରଙ୍କ ହିଟ୍‌ ଫିଲ୍ମ କୁଛ କୁଛ ହୋତା ହୈର ପୋଷ୍ଟର ହଲିଉଡ ଫିଲ୍ମ XYZରୁ କପି କରାଯାଇଛି ।

{"id":189584,"width":574,"height":305,"sizeSlug":"large"}

ଏହି ବଲିଉଡ ଫିଲ୍ମରେ ସାହରୁଖ ଖାନ, ରାନୀ ଓ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":189583,"width":574,"height":267,"sizeSlug":"large"}

ଏହା ସହ ବଲିଉଡର ଫ୍ଲପ୍‌ ଫିଲ୍ମ ଜିରୋର ପୋଷ୍ଟର ବେଲଜିଅମ୍‌ ଫିଲ୍ମ Un homme à la hauteur’ରୁ କପି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.