ଥାର୍ଡ ୱେଭ୍ ପାଇଁ ସ୍ୱାସ୍ଥ୍ୟ ବିଭାଗର ତପ୍ତରତା: ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ

Published By : Prameya-News7 Bureau | July 19, 2021 IST

ଭୁବନେଶ୍ୱର ୧୯/୭ : ରାଜ୍ୟରେ ବର୍ତ୍ତମାନ ସଂକ୍ରମଣର ଗ୍ରାଫ ତଳମୁହାଁ । ଆମେ ଯାହା ଆକଳନ କରିଥିଲୁ ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କେସ ଲୋଡ଼, ଓ ସଂକ୍ରମଣ ହାରରେ ଉନ୍ନତି ଆସୁଛି । ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ସ୍ଥିତି ଏବେ ପ୍ଲାଟୋ ଷ୍ଟେଜରେ ରହୁଛି । ଏଥିପାଇଁ ଆତଙ୍କିତ ହେବାର କିଛି ନାହିଁ । ଥାର୍ଡ ୱେଭ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଟେଷ୍ଟିଂ, ଟ୍ରାକ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦେଉଛି । ଏହା ବାଦ ଆମେ ଟେଷ୍ଟିଂ ପାଇଁ ମଧ୍ୟ ଲାବ୍ରୋଟୋରୀ ବଢ଼ାଉଛୁ । ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି ତାକୁ ଆମେ ତ୍ୱରାନ୍ୱିତ କରି ତୃତୀୟ ଲହରକୁ ସାମ୍ନା କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.