କବାଟ ଭାଙ୍ଗି ଚୋର ନେଇଗଲେ ପେଟି ପେଟି ମଦ
5/01/2020 at 8:49 PM

ରାଇରଙ୍ଗପୁର ୦୫।୦୧ – – କବାଟ ଭାଙ୍ଗି ଦୁର୍ବୁତ୍ତ ନେଇଗଲେ ପେଟି ପେଟି ମଦ ! ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ବସଷ୍ଟାଣ୍ଡ ସରକାରୀ ମଦ ଦୋକାନରେ ।

କେହି ଦୁର୍ବୁତ୍ତ ସଟର ଭାଙ୍ଗି ୫୧କାର୍ଟୁନ ମଦ ଚୋରି କରି ନେଇଛି । ଚୋରି ହୋଇଥିବା ମଦର ମୂଲ୍ୟ ୪ ଲକ୍ଷ ଟଙ୍କା । ଚୋର ବିଦେଶୀ ମଦ ନେଇ ଫେରାର ହୋଇଯାଇଛି । ଦୋକାନି ଟାଉନ ଥାନାରେ ଏତଲା ଦେବା ପରେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021