Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦୁଇ ଚୋରଙ୍କୁ ଧରି ନିର୍ଦ୍ଧୁମ ଛେଚିଲେ ଲୋକେ, ଦେହରେ ଲଗାଇଦେଲେ ବିଛୁଆତି ପତ୍ର

24/07/2021 at 9:45 AM

ଜଳେଶ୍ୱର, ୨୪/୦୭ :   ଦୁଇ ମୋବାଇଲ ଚୋରକୁ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ । ଘଟଣା ସ୍ଥଳରେ ପହଁଚି ଚୋରକୁ ଉଦ୍ଧାର କଲା ପୋଲିସ ।  ଏଭଳି ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି   ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ଅଞ୍ଚଳରେ ।

ସୂଚନା ଅନୁସାରେ, ଶନିବାର ସକାଳ ସମୟରେ ଦୁଇ ଜଣ ଯୁବକ ଏକ ଟ୍ରକରୁ ୨ ଟି ମୋବାଇଲ ଚୋରି କରିଥିଲେ । ଏହା ଜାଣିପାରି ସ୍ଥାନୀୟ ଲୋକେ ବିଚ୍ ରାସ୍ତାରେ ଏକ ବିଦ୍ୟୁତ ଖୁଣ୍ଟରେ ଚୋର ୨ ଜଣକୁ ବାନ୍ଧି ଦେଇଥିଲେ । ଏହାପରେ ନିର୍ଦ୍ଧୁମ  ଛେଚି ଥିଲେ ଏବଂ ବିଛୁଆତି ପତ୍ର ଲଗାଇ ଦେଇଥିଲେ  ।

ଏହାପରେ ଚୋର ଦ୍ୱୟ ଜଣ ଚୋରି  ମୋବାଇଲକୁ ଲୋକ ମାନଙ୍କୁ ଫେରସ୍ତ ଦେଇ ଥିଲେ ।  ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

   Related Posts