Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଚୋର ବୋହିନେଉଥିଲା ଲୁହା ଖୁଣ୍ଟ, ସିସିଟିଭି ଫୁଟେଜ ଦେଖି ବାନ୍ଧି ପକାଇଲେ ସ୍ଥାନୀୟ ଲୋକେ

8/12/2021 at 11:14 AM

ଭଦ୍ରକ ୮।୧୨: ଘର ପରିସରରେ ପଶି ଚୋରି କରୁଥିଲା ଚୋର । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଜଣେ ଯୁବକ ଲୁହା ଖୁଣ୍ଟିକୁ ବୋହି ନେଉଥିବା ବେଳେ ଲୋକମାନେ ଦେଖି ଚୋରକୁ ବାନ୍ଧି ପକାଇ ପୋଲିସର ଜିମା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ବନ୍ତ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ପରିସରରୁ ଭୋରୁ ଭୋରୁ ଚୋରି କରୁଥିଲା ଜଣେ ଯୁବକ । ଲୁହା ଗ୍ରୀଲ, ଏଙ୍ଗେଲ, ଲୁହା ପ୍ଲେଟ ଚୋରି କରିଥିଲା । ଅଜଣା ବ୍ୟକ୍ତି ଜଣଙ୍କ ଲୁହା ଖୁଣ୍ଟି ଚୋରି କରି ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ସିସିଟିଭିରେ ଦେଖି ତାଙ୍କୁ ଅଟକ ରଖିବା ସହ ବାନ୍ଧି ପକାଇ ଘର ମାଲିକଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ଆସି ପଚାରିବାରୁ ବ୍ୟକ୍ତି ଜଣଙ୍କ କୌଣସି କଥା ନ ଶୁଣି ଚୁପ ବସିଥିଲା, ତେବେ ଚୁପ ବସିବାରୁ ଘର ମାଲିକ ସହରାଞ୍ଚଳ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଥାନାକୁ ନେଇ ଅଧିକ ତଦନ୍ତ କରୁଛି ।

   Related Posts