ଦେଖନ୍ତୁ ଭିଡିଓ- ବାହାରେ ଶୋଇଥିବା ୪ ବର୍ଷର ଶିଶୁକୁ କରୁଥିଲା ଚୋରି, ଧରାପଡି ଖାଇଲା ଛେଚା

Published By : Prameya-News7 Bureau | September 18, 2019 IST

ଲୁଧିଆନା - ପଞ୍ଜାବ ଲୁଧିଆନାର ରିଶି ନଗର ଅଞ୍ଚଳରେ ରାତିରେ ନିଜ ପରିବାର ଲୋକଙ୍କ ସହ ବାହାରେ ଖଟିଆରେ ଶୋଇଥିବ ଗୋଟିଏ ଚାରି ବର୍ଷର ଶିଶୁକୁ ଚୋରି ଉଦ୍ୟମ ଅସଫଳ ହୋଇଛି । ନିଜ ମାଆଙ୍କ ସହ ଏହି ଶିଶୁଟି ବାହାରେ ଶୋଇଥିଲା । ଏତିକି ବେଳ ଏକ ଟ୍ରଲି ରିକ୍ସା ନେଇ ଯାଉଥିବା ଲୋକ ତାକୁ ଧୀରେ ଉଠାଇ ଚୋରି କରିବା ପାଇଁ ଉଦ୍ୟମ କରିଥିଲା ।


ମାତ୍ର ପାଖ ଖଟରେ ଶୋଇଥିବା ପିଲାକ ସମ୍ପର୍କୀୟ ଉଠି ପଡି ପିଲାଟିକୁ ଟ୍ରଲିରୁ ନେଇ ଆସିଥିଲେ । ସେ ପାଟି କରି ପଛରେ ଗୋଡାଇବାରୁ ଅନ୍ୟ ଲୋକମାନେ ପିଲାଚୋରକୁ ଧରି ନିସ୍ତୁକ ମାଡ ମାରିଛନ୍ତି। ପରେ ପୁଲିସ ପିଲାଚୋରକୁ ଗିରଫ କରିଛି ।

wp:core-embed/twitter {"url":"https://twitter.com/ANI/status/1174189656856039429","type":"rich","providerNameSlug":"twitter","className":""}
https://twitter.com/ANI/status/1174189656856039429
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.