Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରି କରିବାକୁ ଆସିଥିବା ଯୁବକକୁ ସ୍କୁଲ ଘରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁ ଲୋକ

10/06/2018 at 7:14 AM

ଚୋରି କରିବାକୁ ଆସିଥିବା ଯୁବକକୁ ପିଟିଲେ ଲୋକେ
ଅନୁଗୋଳ ଜଗପଡା ଥାନା ଅଞ୍ଚଳ ତୁବେ ଗାଁର ଘଟଣା
ଗାଁର ଢିପସାହି ସ୍କୁଲରୁ ଚୋରି କରୁଥିବା ବେଳେ କାବୁ କଲେ
ମାଡ ମାରିବା ପରେ ଜରପଡା ପୋଲିସର ଜିମା ଦେଲେ

Leave a Reply

   Related Posts