ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ପୋଲିସର ଚିତ୍ର ଓ ଚରିତ୍ରରେ କଳଙ୍କ

30/08/2018 at 12:42 PM

ପୋଲିସ୍ ଲୁଟେରା, ପୋଲିସ୍ ଲାଞ୍ଚୁଆ ଆଉ ପୋଲିସ୍ ଲାଞ୍ଚ ନେଇ, ଠକି ଠକି ମାଲାମାଲ୍ । ରାଜ୍ୟର ୩ଟି ଜାଗାରେ ପୋଲିସର ଏମିତି ଚିତ୍ର ଓ ଚରିତ୍ର ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ, ପୋଲିସ୍ ଯେ ଏକ ଶୃଙ୍ଖଳିତ ବିଭାଗ, ଲୋକଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦେବା ପାଇଁ ଅଛି, ତାହା କହିବାକୁ ଲାଜ ଲାଗୁଛି । ଆସନ୍ତୁ ଦେଖିବା, ଶୃଙ୍ଖଳିତ ବିଭାଗର କଳଙ୍କିତ କର୍ମଚାରୀଙ୍କ ଉପରେ ରିପୋର୍ଟ ।

   Related Posts