Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଆଜିଠୁ ବୃହସ୍ପତିଙ୍କ ଓଲଟା ଗତି : ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଭରିଯିବ ଖୁସି

1/08/2019 at 4:54 PM

ଶାସ୍ତ୍ର କଥା କହିବା ଯଦି ଅନେକ ଦିନ ପରେ ଆଜିଠୁ ବୃହସ୍ପତି ଓଲଟା ଗତିରେ ଚାଲିବେ ଯାହା କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ଏହା ଦ୍ବାରା ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଯିବ ତଥା ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ଧରଣର ସଫଳତା ମିଳିବ। ଏହା ସହିତ ତାଙ୍କ ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ

କର୍କଟ ଏବଂ ମୀନ ରାଶି : ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ଓଲଟା ଗତି ଯୋଗୁଁ କର୍କଟ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଭରିଯିବ। ଏହି ବ୍ୟକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ହେବ। ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ବଡ଼ ଧରଣର ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ତାଙ୍କୁ ଭାଗ୍ୟଶାଳୀ କରିବ। ତାଙ୍କ ବୈବାହିକ ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହେବ। ଏମାନେ ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଜରୁରୀ।

ଧନୁ ଏବଂ ବିଛା ରାଶି : ଧନୁ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ଜାତକରେ ମଧ୍ୟ ଆଜି ବୃହସ୍ପତି ଓଲଟା ଗତିରେ ଚାଲିବେ। ଏହା ଦ୍ବାରା ତାଙ୍କ ଭାଗ୍ୟ ଖୋଲିଯିବ। ଏହା ସହିତ ବିଷ୍ଣୁଙ୍କ କୃପା ଦ୍ବାରା ତାଙ୍କ ଜୀବନରେ ଆନନ୍ଦ ଭରିଯିବ। ଏମାନଙ୍କ ଧନ ସମ୍ପତ୍ତି ବୃଦ୍ଧି ଘଟିବ। ଏମାନଙ୍କ ସ୍ବପ୍ନ ସତ ହେବ। ଏହି ରାଶିର ବ୍ୟକ୍ତିଙ୍କୁ ସନ୍ତାନର ସୁଖ ମିଳିପାରେ। ଏମାନଙ୍କ ଘରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିପାରେ। ପ୍ରେମିକ ଏବଂ ପ୍ରେମିକାଙ୍କୁ ପ୍ରକୃତ ପ୍ରେମ ମିଳିବ। ଏମାନଙ୍କ ଜୀବନରେ ଭଗବାନ ବିଷ୍ଣୁଙ୍କ କୃପା ରହିବ।

ମକର ଏବଂ କୁମ୍ଭ ରାଶି : ମକର ଏବଂ କୁମ୍ଭ ରାଶିରେ ବୃହସ୍ପତିଙ୍କ ଓଲଟା ଗତି ଯୋଗୁଁ ତାଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଏମାନଙ୍କ ଜୀବନରେ ଆନନ୍ଦ ଭରି ଉଠିବ ତଥା ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଏମାନେ ସଫଳ ଜୀବନ ଉପଭୋଗ କରିବେ। ବ୍ୟବସାୟ ବାଣିଜ୍ୟରେ ଏମାନଙ୍କୁ ପ୍ରଶଂସା ମିଳିବ। ଏମାନଙ୍କ ପ୍ରେମ ସମ୍ପର୍କରେ ମଧୁରତା ଆସିବ। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହେବ। ଏମାନଙ୍କୁ ଧନ ଲାଭ ହୋଇପାରେ। ଭଗବାନ ବିଷ୍ଣୁଙ୍କ ଉପାସନା କରିବାଦ୍ବାରା ଏମାନଙ୍କୁ ଲାଭ ହେବ।

   Related Posts