Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଏହି ରାଶିର ଲୋକଙ୍କ ଉପରେ ରହିବ ଶନି ସାଢେସାତୀର ପ୍ରଭାବ, ଜାଣନ୍ତୁ

4/12/2019 at 8:02 AM

ଶନି ଦେବ ଖୁସୀ ହେଲେ ଜଣେ ବ୍ୟକ୍ତି ରାଜା ହୁଅନ୍ତି  କ୍ରୋଧ କଲେ ତଳି ତଳାନ୍ତ କରିଥଆନ୍ତି ।  ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହନ୍ତି। ଭଲ କର୍ମ କରୁଥିବା ଲୋକଙ୍କୁ ଶନି ଦେବ ସବୁବେଳେ ଭଲ ଫଳ ଦିଅନ୍ତି ଓ ଖରାପ କର୍ମ କରୁଥିବା ଲୋକଙ୍କୁ ଦଣ୍ଡ ଦିଅନ୍ତି। ସୂର୍ଯ୍ୟ ଦେବଙ୍କ ପୁତ୍ର ହେଉଛନ୍ତି ଶନି ଦେବ। ଶନିବାର ଦିନ ଶନିଙ୍କ ପୂଜା କଲେ ତାଙ୍କ କୃପା ସର୍ବଦା ରହିଥାଏ। ଶନିବାର ଦିନ ଶନି ଦେବଙ୍କୁ ରାଶି ତେଲ ଦାନ ଦିଆଯାଇଥାଏ । ଶନି ଦେବ କର୍ମ ପ୍ରଧାନ ଦେବତା। ଶନିଙ୍କ ଭାଇ ହେଉଛନ୍ତି ଯମରାଜ ଓ ଭଉଣୀ ହେଉଛନ୍ତି ଯମୂନା। ତେବେ ଆଗାମୀ ଦିନରେ ଶନି ଦେବଙ୍କ କୃପା କେଉଁ ରାଶିର ଲୋକଙ୍କ ଉପରେ ରହିବ ଜାଣନ୍ତୁ।

କଠିନ ପରିଶ୍ରମ କରୁଥିବା ଲୋକଙ୍କ ଉପରେ ସବୁବେଳେ ଶନି ଦେବଙ୍କ କୃପା ରହେ। ଶନି ଦେବଙ୍କୁ ମକର ଓ କୁମ୍ଭ ରାଶିର ସ୍ବାମୀ ବୋଲି କୁହାଯାଏ। ଶନି ଏବେ ଧନୁ ରାଶିରେ ଅଛନ୍ତି। ୨୦୨୦ ମସିହା ଜାନୁଆରୀ ମାସ ୨୪ ତାରିଖରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ଏବେ ବିଚ୍ଛା ଓ ମକର ରାଶିରେ ଶନି ଦେବଙ୍କ ସାଢେସାତୀ ରହିଛି। ଏହାପରେ  ବୃଷ ଓ କନ୍ୟା ରାଶି ଉପରେ ପ୍ରଭାବ ପକାଇବେ  ।

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଶନିବାର ଶନିଙ୍କ ମନ୍ଦିର ଯାଇ ସୋରିଷ ତେଲ ଚଢାଇବା ଉଚିତ୍‌। ହନୁମାନ ବି ଶନିଦେବଙ୍କୁ କିଛି ସୋରିଷ ତେଲ ପ୍ରଦାନ କରିଥିବା ପୁରାଣରେ ବର୍ଣ୍ଣିତ ରହିଛି । ଏହା ବ୍ୟତୀତ ଓସ୍ତ ଗଛକୁ ପୂଜା କରିବା ମଧ୍ୟ ଶୁଭ ଫଳ ମିଳିଥାଏ। ଶନିବାର ଦିନ ଏହି ୨ଟି କାମ କଲେ ଶନିଙ୍କ କୃପା ରହେ। ଯେଉଁମାନଙ୍କ ଉପରେ ଶନିଙ୍କ ଦଶା ଓ ମହାଦଶା ରହେ, ସେମାନେ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍।

   Related Posts