Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଆସନ୍ତା ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ଶନି ସାଢେସାତୀର ପ୍ରଭାବ

3/12/2019 at 4:08 PM

୨୦୨୦ ମସିହାରେ  ମେଷ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର ପ୍ରଭାବ ପଡିବ ନାହିଁ।   

ବୃଷ ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ମିଥୁନ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କିଛି ପ୍ରଭାବ ଦେଖିବାକୁ ମିଳିବ।

୨୦୨୦ ମସିହାରେ କର୍କଟ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ସିଂହ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ପ୍ରକୋପ ରହିବ ନାହିଁ।

କନ୍ୟା ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ଆସନ୍ତା ବର୍ଷ ତୁଳା ଓ ବିଚ୍ଛା ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

ଧନୁ ରାଶିର ଲୋକଙ୍କ ଉପରେ ୨୦୨୦ ମସିହାରେ ଶନି ଦେବଙ୍କ ସାଢେସାତୀର ଅନେକ ପ୍ରଭାବ ରହିବ । ଏହା ସବିଠୁ ଅନ୍ତିମ ଚରଣରେ ରହିବ।

ମକର ରାଶି ଶନି ଦେବଙ୍କ ଗୋଚର ରାଶିରେ ରହିଛି। ଶନି ଦେବଙ୍କ ସାଢେସାତୀ ଦ୍ବିତୀୟ ସ୍ଥାନରେ ରହିବ।

କୁମ୍ଭ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀ ପ୍ରଥମ ଚରଣରେ ଆରମ୍ଭ ହେବ।   

ଆସନ୍ତା ବର୍ଷ ମୀନ ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ସାଢେସାତୀର କୌଣସି ପ୍ରଭାବ ରହିବ ନାହିଁ।

   Related Posts