Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାଲିଠୁ ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଭଗବାନ ଶିବଙ୍କୁ ପୂଜା କଲେ ହେବ ଏହି ଫାଇଦା…

12/01/2020 at 10:04 AM

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ କିଛି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏଥିପାଇଁ କିଛି ରାଶିର ଲୋକଙ୍କୁ ଅନେକ ଫାଇଦା ହେବ ତଥା ସେମାନଙ୍କ ଦୈନିକ ଜୀବନରେ ସବୁ କିଛି ଭଲ ହେବ । ତେବେ କେଉଁ ରାଶିର ଲୋକଙ୍କୁ ଫାଇଦା ହେବ ଜାଣନ୍ତୁ।

କନ୍ୟା ଓ ବୃଷ ରାଶି-

ଆସନ୍ତା କାଲିଠୁ କନ୍ୟା ଓ ବୃଷ ରାଶିର ଲୋକଙ୍କୁ ବେଶ ଫାଇଦା ହେବ। ଏହି ରାଶିର ଲୋକଙ୍କ ପାଇଁ କାଲିର ଦିନଟି ଅତ୍ୟନ୍ତ ଶୁଭ ରହିବ। ଏମାନଙ୍କ ଜୀବନରେ ସଫଳତା ଲାଭ ହେବ। ହଠାତ୍‌ ଭାଗ୍ୟ ବଦଳିବାର ସମ୍ଭାବନା ରହିଛି। ଏମାନେ ଏକ ସୁଖମୟ ଜୀବନ ବିତାଇବେ। ଭଗବାନ ଶିବଙ୍କୁ ପୂଜା କଲେ ଖୁବ ଉତ୍ତମ ହେବ।

ଧନୁ ଓ କର୍କଟ ରାଶି-

କାଲିର ଦିନ ଧନୁ ଓ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ରହିବ । ଉଭୟ ରାଶିର ଲୋକଙ୍କର ସବୁ ସମସ୍ୟାର ସମାଧାନ ହେବ। ଏମାନଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟରେ ଅନେକ ସଫଳତା ମିଳିବ। ଜୀବନସାଥି ପାଇବା ମାମଲାରେ ଏହି ରାଶିର ଲୋକେ ଭାଗ୍ୟଶାଳୀ ହୋଇପାରନ୍ତି। ଭଗବାନ ମହାଦେବଙ୍କୁ ପୂଜାକଲେ ତାଙ୍କ କୃପା ସବୁବେଳେ ଜୀବନରେ ରହିବ।

ମକର ଓ ମେଷ ରାଶି-

ଆସନ୍ତାକାଲିଠାରୁ ମକର ଓ ମେଷ ରାଶିର ଲୋକଙ୍କୁ ଅନେକ ଫାଇଦା ହେବ। ଉଭୟ ରାଶିର ଲୋକଙ୍କ ଭାଗ୍ୟ ବଦଳିଯିବ। ଏହି ରାଶିର ଲୋକଙ୍କୁ ଅନେକ  ଫାଇଦା ହେବ । ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ଆର୍ଥିକଭାବେ ଏହି ଲୋକଙ୍କର ଅନେକ ଫାଇଦା ହେବ । ଏମାନଙ୍କ ଘରେ ସମସ୍ତ ସମସ୍ୟା ଦୂର ହେବ । ପରିବାର ସଦସ୍ୟଙ୍କୁ ଖୁସି ଖବର ମିଳିବ।

   Related Posts