Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କାଲିଠୁ ଏହି ରାଶିର ଲୋକଙ୍କର ବୃଦ୍ଧି ହେବ ଆର୍ଥିକ ସ୍ଥିତି, ଦୈନଦିନ ଜୀବନରେ ପଡିବ ଭଲ ପ୍ରଭାବ

10/01/2020 at 3:25 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲିଠୁ କିଛି ରାଶିର ଲୋକଙ୍କ ଭାଗ୍ୟରେ ଭଲ ପ୍ରଭାବ ପଡିବ। ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। କିଛି ରାଶିର ଲୋକଙ୍କ ଜୀବନରେ ସୁଧାର ଆସିବା ସହ ଦୈନଦିନ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ। ତେବେ କେଉଁ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ ଜାଣନ୍ତୁ।

ବିଚ୍ଛା ଓ ତୁଳା ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲିଠୁ କିଛି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ଏଥିପାଇଁ ବିଚ୍ଛା ଓ ତୁଳା ରାଶିର ଲୋକଙ୍କ ଜୀବନରେ ଅନେକ ଲାଭ ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। ସବୁ ମନୋସ୍କାମନା ପୂରଣ ହେବ ତଥା ସବୁ ସମସ୍ୟାର ସମାଧାନ ହେବ।ଏମାନଙ୍କ ସୁଖ ଦୁଇଗୁଣା ଅଧିକ ହେବ।ଏହା ସହ ଉଭୟ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ।ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଦିନ ଭଲ ଯିବ।

ମିଥୁନ ଓ ସିଂହ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ମିଥୁନ ଓ ସିଂହ ରାଶିର ଲୋକଙ୍କ ଜୀବନରେ ଅନେକ ସୁଧାର ହେବ। ଏମାନଙ୍କ ଜୀବନର ଭଲ ଦିନ ଆସିବ। ସବୁ ଅଭାବ ଓ ଦୁଃଖ ଦୂର ହେବ। ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଜୀବନରେ ଥିବା ସବୁ ଅସଫଳ କାମ ସଫଳ ହେବ। ବ୍ୟବସାୟରେ ସଫଳତା ଲାଭ ମିଳିବା ସହ କାର୍ଯ୍ୟସ୍ଥାନରେ ମାନ ସମ୍ମାନର ବୃଦ୍ଧି ହେବ। ଭଗବାନ ବିଷ୍ଣୁଙ୍କ ଆରାଧନା କଲେ ସବୁ ମନୋସ୍କାମନା ପୂରଣ ହେବ।

କର୍କଟ ଓ କୁମ୍ଭ ରାଶି- କାଲିଠୁ କର୍କଟ ଓ କୁମ୍ଭ ରାଶିର ଲୋକଙ୍କ ଭଲ ଦିନ ଆରମ୍ଭ ହେବ। ଏହି ରାଶିର ଲୋକଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହେବ। ଆର୍ଥିକ ସ୍ଥିତି ମଜବୁତ ହେବ ତଥା ଧନ ସମ୍ପତ୍ତି ବୃଦ୍ଧି ହେବ। ଉଭୟ ରାଶିର ଲୋକେ ବ୍ୟବସାୟରେ ମଧ୍ୟ ସଫଳତା ଲାଭ କରିବେ । ଏମାନଙ୍କ ଖରାପ ସମୟ ଶେଷ ହୋଇ ଭଲ ସମୟ ଆରମ୍ଭ ହେବ ।ବିଷ୍ଣୁଙ୍କୁ ପୂଜା କଲେ ଜୀବନ ସୁଖମୟ ହେବା ସହ ଅନେକ ସଫଳତା ଲାଭ କରିବେ ।   

   Related Posts